
ଭୁବନେଶ୍ୱର ,ବଜାରରେ ଖୋଲାରେ ମିଳିବନି ଗ୍ୟାସ। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।
ରାଜ୍ୟର କୌଣସି ସ୍ଥାନରେ ଆଉ ଖୋଲାରେ, ଗ୍ୟାସ ଭର୍ତ୍ତି କରିକି ଆଣିପାରିବେ ନାହିଁ।
ସେହିଭଳି ଗ୍ୟାସ ବିକ୍ରିକୁ ନେଇ ମଧ୍ୟ ବଡ଼ ଘୋଷଣା, କରାଯାଇଛି ।ଯୋଗାଣ ମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ଡିଜେଲ କେନ୍ଦ୍ର ସରକାରଙ୍କ ଦାୟିତ୍ୱରେ ଅଛି।
ଯାହା କେନ୍ଦ୍ର ସରକାର ନିଷ୍ପତି ନେଉଛନ୍ତି, ତାହାକୁ ଆମେ ମାନିବୁ। ସରକାର ଯାହା ନିଷ୍ପତ୍ତି ନେଇଛନ୍ତି,ବିଚାର କରି ନେଇଛନ୍ତି।
ସେହିଭଳି ଇ-କେଓ୍ବାସି ଥିଲେ ହିଁ ଗ୍ୟାସ ମିଳିବ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ । ବିଚାର କରି ନେଇଛନ୍ତି।
ସେହିଭଳି ଇ-କେଓ୍ବାସି ଥିଲେ ହିଁ ଗ୍ୟାସ ମିଳିବ, ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ । ବିନା ଇ-କେଓ୍ବାଇସିରେ ଗ୍ୟାସ, ସିଲିଣ୍ଡର ମିଳିବନି ।
ଏ ନେଇ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।




