
ଭୁବନେଶ୍ୱର; ଲୋୟର PMGରେ ଧାରଣା ସମୟରେ ଶନିବାର ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆନ୍ଦୋଳନରତ ପାଚିକାମାନେ ଡହ ଡହ ଖରାରେ ଶୋଇ ପ୍ରତିବାଦ ଜଣାଇଛନ୍ତି । ସରକାର ଦାବି ପୂରଣ ନେଇ ସମୟ ଗଡ଼ାଉଥିବାରୁ ସେମାନେ ଭୋ ଭୋ ହୋଇ କାନ୍ଦିଥିଲେ । ଏପରିକି ଧାରଣାସ୍ଥଳରେ ଅସୁସ୍ଥ ହୋଇ ଜଣେ ପାଚିକାଙ୍କୁ ପାରାଲିସିସ୍ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏ ନେଇ କ’ଣ କହୁଛନ୍ତି ପାଚିକାମାନେ ଦେଖନ୍ତୁ –




