ଓଡ଼ିଶାରାଜନୀତି

ଦିଲ୍ଲୀପ ରାୟ ରାଜ୍ୟସଭା ସ୍ୱାଧୀନ ପ୍ରାର୍ଥୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସ୍ୱାଧୀନ ଭାବେ ସେ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତାଙ୍କୁ ସମର୍ଥନ ଘୋଷଣା କରିଛି । ଦେଶ ସେବା ପାଇଁ ପୁଣିଥରେ ପ୍ରାର୍ଥୀ ହୋଇଥିବା କହିଛନ୍ତି ଦିଲ୍ଲୀପ । ଆବଶ୍ୟକୀୟ ସଂଖ୍ୟା ନଥିବାରୁ ଅନ୍ୟ ଦଳଙ୍କୁ ଭୋଟ୍ ମାଗିବେ ବୋଲି ସେ କହିଛନ୍ତି । ସେହିପରି ନୋମିନେସନ ତାରିଖ ମଧ୍ୟ ସେ ଘୋଷଣା କରିଛନ୍ତି । ନିଜ ପ୍ରାର୍ଥିତ୍ୱ ସମ୍ପର୍କରେ କ’ଣ କହୁଛନ୍ତି ଦିଲ୍ଲୀପ ରାୟ ଦେଖନ୍ତୁ –

Related Articles

Back to top button