ଓଡ଼ିଶା

ନିର୍ବାଚନକୁ ଆଖି ଆଗରେ ରଖି ମାଓବାଦୀମାନେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ହିଂସା ଘଟାଉଛନ୍ତି

ନିର୍ବାଚନକୁ ଆଖି ଆଗରେ ରଖି ମାଓବାଦୀମାନେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ହିଂସା ଘଟାଉଛନ୍ତି। ଗାଡ଼ି ପୋଡ଼ିବା ସହ ନିରୀହ ଲୋକଙ୍କୁ ଭୋଟ ବର୍ଜନ କରିବା ପାଇଁ ଧମକ ଦେଉଛନ୍ତି।

ଏହିଭଳି ଓଡ଼ିଶାର ମାଲକାନଗିରି ଏବଂ କୋରାପୁଟ୍‌‌ରେ ମାଓବାଦୀମାନେ ନିର୍ବାଚନ ବର୍ଜନ କରିବାକୁ ପୋଷ୍ଟର୍‌ ମାରିଛନ୍ତି। ଏହି ପୋଷ୍ଟର ପରେ ଓଡ଼ିଶା ପୁଲିସ ଏବଂ ସୁରକ୍ଷା ବାହିନୀ ସଜାଗ ହୋଇଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରିବା ସହ ସୁରକ୍ଷା ବଢ଼ାଇ ଦିଆଯାଇଛି।

Related Articles

Back to top button