ମନୋରଞ୍ଜନ

ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ୍‌।

ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ୍‌। ବ୍ରାଜିଲ୍‌ର ଜଣେ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଅଭିନେତ୍ରୀଜଣଙ୍କ ହେଲେ ଲାରିସା ବୋନ୍ସି। ତାଙ୍କ ସହ ଆର୍ୟନଙ୍କର ଭିଡିଓ କ୍ଲିପ୍‌ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଦୁହେଁ ଏଯାଏ ସମ୍ପର୍କ ନେଇ ମୁହଁ ଖୋଲି ନାହାନ୍ତି।

Related Articles

Back to top button