Featuredଅନ୍ତର୍ଜାତୀୟ

ଗାଈର ଗୋବର ଦ୍ୱାରା ରକେଟକୁ ମହାକାଶ ଯାତ୍ରାକୁ ପଠାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି

ଏବେ ଗାଈର ଗୋବର ଦ୍ୱାରା ରକେଟକୁ ମହାକାଶ ଯାତ୍ରାକୁ ପଠାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସାଧାରଣତଃ ଗାଈର ଗୋବର ଜୈବ ଉର୍ବର, ଦେଶୀ ଖାଦ୍ୟ, ରୋଷେଇ ଜାଳେଣି କିମ୍ବା ବିଭିନ୍ନ ଧାର୍ମିକ ଅନୁଷ୍ଠାନମାନଙ୍କରେ ବ୍ୟବହାର ହୋଇଥାଏ।

କିନ୍ତୁ ଜାପାନର ଇଞ୍ଜିନିୟରମାନେ ଗୋବରରୁ ପ୍ରାପ୍ତ ତରଳ ମିଥେନ ଗ୍ୟାସ ଦ୍ୱାରା ରକେଟ ଉଡାଇବାର ପରୀକ୍ଷଣ କରିଛନ୍ତି। ଯାହା ସଫଳ ମଧ୍ୟ ହୋଇଛି।

Related Articles

Check Also
Close
Back to top button