ମନୋରଞ୍ଜନ

ଆସନ୍ତା ବର୍ଷ ଫେବୃୟାରୀରେ ଉଭୟଙ୍କ ବିବାହ ହେବ

ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ। ପ୍ରେମିକ ଅପୂର୍ବ ପଡଗାଓଁକରଙ୍କ ସହ ବାକିତକ ଜୀବନ ବିତାଇବାଲାଗି ସେ ବେଶ ଏକ୍ସଟାଇଟେଡ୍‌। ଆସନ୍ତା ବର୍ଷ ଫେବୃୟାରୀରେ ଉଭୟଙ୍କ ବିବାହ ହେବ।

ଏନେଇ ଏକ ସାକ୍ଷାତକାରରେ ଅଭିନେତ୍ରୀ ଖୁଲାସା କରିଛନ୍ତି। ପିଲାଦିନୁ ବୋହୂ ସାଜିବାର ସ୍ବପ୍ନ ଦେଖିଥିଲେ ଦିବ୍ୟା। ଏବେ ସେହି ସ୍ବପ୍ନ ଖୁବ୍‌ କମ୍‌ ଦିନରେ ପୂରଣ ହେବାକୁ ଯାଉଛି। ବିବାହ ତାରିଖ ଫାଇନାଲ ନ ହେଲେ ବି ଶୀଘ୍ର ତାହା ହେବ ବୋଲି ଅଭିନେତ୍ରୀ କହିଛନ୍ତି।

Related Articles

Back to top button