ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣରେ ଟଳିଲା ହମାସ ମୁଖ୍ୟ ୟାହ୍ୟା ସିନୱାର । ଗାଜା ଷ୍ଟ୍ରିପରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍ରେ ୟାହ୍ୟା ସିନୱାର ନିହତ ହୋଇଥିବା ଦାବି କରିଛି…