ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଟେଙ୍ଗନାପାଲିର ଆଦିବାସୀ ଅସହାୟ ବାଳକ ସରୋଜ ପୂର୍ଲିଆ। ପାଠପଢ଼ାରେ ଖୁବ୍ ଆଗ୍ରହ। କିନ୍ତୁ ଅର୍ଥ ସାଜିଛି ବାଧକ।…