ଜଗନ୍ନାଥସାଗରର ଭାରତୀୟ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାନ ପକ୍ଷରୁ ପ୍ରଥମ ଥର ପାଇଁ ଚାଷୀଙ୍କ ଜମିରେ ଡ୍ରୋନ ମାଧ୍ୟମରେ ସାର ଛିଞ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…