ବ୍ରହ୍ମପୁର, ୩୧/୦୭/୨୦୨୨- ରାଜ୍ୟ ସରକାରଙ୍କ ଦ୍ଵାରା ବ୍ରହ୍ମପୁର ଖଲ୍ଲିକୋଟ କଲେଜକୁ ୨୦୨୧ ଅଗଷ୍ଟ ମାସରେ ବିଶ୍ୱବିଦ୍ୟାଳୟ ରୂପେ ଘୋଷଣା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଭାଗୀୟ କର୍ତ୍ତୃପକ୍ଷ…