ଭୁବନେଶ୍ୱର, ୦୫/୧୧/୨୦୨୨- ଶନିବାର ଦିନ ଏଲୋନ୍ ମସ୍କ ଟ୍ୱିଟରର ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ କମ୍ପାନୀରୁ ବରଖାସ୍ତ କରିଛନ୍ତି। ଏକ ସପ୍ତାହ ପୂର୍ବରୁ ୪୪ ବିଲିୟନ ଡଲାରରେ…