କଟକ : ଓଡିଆ ଲୋକଙ୍କ ଭାରି ପ୍ରିୟ ଖାଦ୍ୟ ହେଉଛି ଦହିବରା ଆଳୁଦମ । ହେଲେ ସବୁ ଭିତରେ କଟକ ଦହିବରା ଆଳୁଦମର ସ୍ୱାଦ ଭାରି ନିଆରା…