ନବରଙ୍ଗପୁର, ୩୧/୧୨/୨୦୨୨- ବେଆଇନ ଭାବେ ଦୀର୍ଘଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ୨୪ ଜଣ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବହିଷ୍କାର କରିଛନ୍ତି । ଜିଲ୍ଲା ସର୍ବଶିକ୍ଷା…