ବରଗଡ଼: ବରଗଡ଼ ଜିଲ୍ଲା ବରପାଲିରେ ଚାଞ୍ଚଲ୍ୟ । ଗତ ସୋମବାର ଯୁବତୀଙ୍କ ମୃତଦେହ ମିଳିଥିବା ବେଳେ ଗତକାଲି ପୋଲିସ ଖୋଜୁଥିବା ପୁରୁଷ ବନ୍ଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି…