ପ୍ରକୃତିର ନୈସର୍ଗିକ ଶୋଭାରାଜିର ଭୂଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ବିରଳ ପ୍ରଜାତିର ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ବିଦେଶାଗତ ପକ୍ଷୀ ଓ ଇକେ୍ା ଟୁରିଜିମ୍ର…