ରାଜନୀତି
-
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସଂସଦ ଭବନରେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…
Read More » -
ମାର୍ଗାରେଟ୍ ଆଲଭାଙ୍କୁ ସମର୍ଥନ କଲା TRS
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ବର୍ତ୍ତମାନ ପ୍ରତିଦ୍ୱନ୍ଦିତା ତୀବ୍ର ହୋଇଛି। ଆଉ ଏବେ ଟିଆରଏସ ଏହି ନିର୍ବାଚନକୁ ନେଇ ନିଜର ଆଭିମୁଖ୍ୟ…
Read More » -
ବିଜେପି ପକ୍ଷରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବେ ଶାହା!
ଅମିତ ଶାହା ହେବେ କି ଗୁଜରାଟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଗୁଜରାଟ ବିଧାନସଭା ନିର୍ବାଚନ ଲଢିବେ କି ଶାହା? ବୁଧବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା…
Read More » -
ଏସ.ଜୟଶଙ୍କର ଏବଂ ବ୍ଲିଙ୍କେନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା
ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଦୁଇ ଦେଶର ନେତା ଶ୍ରୀଲଙ୍କା…
Read More » -
ମନୋଜ ତିୱାରୀଙ୍କୁ ମହଙ୍ଗାପଡିଲା ବିନା ହେଲମେଟ୍ରେ ତ୍ରିରଙ୍ଗା ଯାତ୍ରା
ଦିଲ୍ଲୀ ଲୋକସଭା ସାଂସଦ ତଥା ବିଜେପି ନେତା ମନୋଜ ତିୱାରୀଙ୍କୁ ପୋଲିସ ମୋଟାରକମର ଚାଲାଣ ଧରେଇଛି। ବୁଧବାର ଲାଲକିଲ୍ଲାରୁ ବାହାରିଥିବା ତ୍ରିରଙ୍ଗା ଯାତ୍ରାରେ ମନୋଜ ତିୱାରୀ ବିନା…
Read More » -
‘ସିନ୍ଦେ ଗୋଷ୍ଠୀର ଆବେଦନ ଉପରେ ଏବେ କୌଣସି ନିଷ୍ପତ୍ତି ନିଅନାହିଁ’ : ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସିନ୍ଦେ ଗୋଷ୍ଠୀକୁ ବଡ ଝଟକା । ସୁପ୍ରିମକୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।…
Read More » -
‘କ୍ରସ୍ ଭୋଟିଂ’ ପାଇଁ ଦଳର ସମସ୍ତ ପଦରୁ ହଟାଇଥିଲା କଂଗ୍ରେସ, ବିଜେପିରେ ଯୋଗ ଦେଲେ କୁଲଦୀପ
ଭାରତୀୟ ଜନତା ପାର୍ଟିରେ ହରିୟାଣା କଂଗ୍ରେସର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ ଯୋଗ ଦେଇଛନ୍ତି। ଗତ କିଛି ଦିନ ଧରି ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି…
Read More » -
ସୋନିଆ ଗାନ୍ଧୀଙ୍କ ପରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଡିର ନୋଟିସ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଡି ନୋଟିସ ପଠାଇଛି । ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଡି ନୋଟିସ ପଠାଇବା ପରେ…
Read More » -
ଶାହାଙ୍କ ଭବିଷ୍ୟବାଣୀ: ୨୦୪୭ ସୁଦ୍ଧା ଭାରତ ହେବ ବିଶ୍ୱଗୁରୁ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କହିଛନ୍ତି ଯେ ଯଦି ଦେଶବାସୀ ଆସନ୍ତା ୨୫ ବର୍ଷ ମଧ୍ୟରେ ଦେଶର ବିକାଶ ପାଇଁ ଥିବା ସଂକଳ୍ପକୁ ପୂରଣ…
Read More » -
‘ନେହେରୁ ଏବଂ ବାଜପେୟୀଙ୍କ ମୁର୍ଖତା କାରଣରୁ ତିବ୍ବତ ଏବଂ ତାଇଓ୍ଵାନ ଚୀନର ବୋଲି ମାନିବାକୁ ପଡୁଛି’
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ମୁର୍ଖତା ପାଇଁ ଆଜି ତିବ୍ବତ ଏବଂ ତାଇଓ୍ଵାନ ଚୀନର ବୋଲି ଭାରତକୁ ସ୍ଵୀକାର କରିବାକୁ ପଡିଛି।…
Read More »