ରାଜନୀତି
-
‘ଫ୍ଲୋରଟେଷ୍ଟ’ରେ ବିଜେପି ସପକ୍ଷରେ ଭୋଟ ଦେବେ ରାଜ୍ ଠାକରେ; ଫଡନାଭିସ୍ଙ୍କୁ ଦେଲେ ପ୍ରତିଶ୍ରୁତି
ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଥିବା ‘ଫ୍ଲୋରଟେଷ୍ଟ’ରେ ବିଜେପିକୁ ସମର୍ଥନ ଦେବେ ବୋଲି ଏମ୍ଏନଏସ୍ ମୁଖ୍ୟ ରାଜ୍ ଠାକରେ ସ୍ପଷ୍ଟ କରି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି…
Read More » -
ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ , ୧୯ରେ ନାମାଙ୍କନ ପତ୍ର ଦାଖଲ
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୬ରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ ଆୟୋଗ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ବର୍ତ୍ତମାନର…
Read More » -
କାମାକ୍ଷା ମନ୍ଦିରରେ ପୂଜା କଲେ ଏକନାଥ , ଗୁରୁବାର କରିବେ ମୁମ୍ବାଇ ପ୍ରତ୍ୟାବର୍ତ୍ତନ
ଗୁରୁବାର ମହାରାଷ୍ଟ୍ର ଫ୍ଲୋର୍ ଟେଷ୍ଟ୍ ହେବ କି ନାହିଁ ତାକୁ ନେଇ ଲାଗି ରହିଛି ସସ୍ ପେନ୍ସ । ଏହାପୂର୍ବରୁ କିନ୍ତୁ ଗୌହାଟୀର ପ୍ରସିଦ୍ଧ କାମାକ୍ଷା ମନ୍ଦିରରେ…
Read More » -
ଆରମ୍ଭ ହେଲା ଉଦ୍ଧବ ସରକାରଙ୍କ କାଉଣ୍ଟଡାଉନ୍, ସ୍ୱତନ୍ତ୍ର ଅଧିବେସନ ଡକାଇଲେ ରାଜ୍ୟପାଳ
ମହାରାଷ୍ଟ୍ରରେ ହେବ ବଡ଼ଧରଣର ରାଜନୈତିକ ଓଲଟପାଲଟ । ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ । କାଲି ଉଦ୍ଧବ ସରକାର ଆସ୍ଥା ଭୋଟ୍ର ସମ୍ମୁଖିନ ହେବେ…
Read More » -
ପୂର୍ବତନ ଓଡିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କ ଟ୍ୱିଟ୍। ‘ଓମାର ଅବଦୁଲ୍ଲାଙ୍କ ବିରୋଧରେ ଲଢିବି’
ଯଦି ବିଜେପି ହାଇକମାଣ୍ଡ ସୁଯୋଗ ଦିଅନ୍ତି ତେବେ ମୁଁ ଓମାର ଅବଦୁଲ୍ଲାଙ୍କ ବିରୋଧରେ ଲଢିବି । କିଛି ଏଭଳି ଟ୍ୱିଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜମ୍ମୁ-କଶ୍ମୀରର…
Read More » -
ସଂଜୟ ରାୱତଙ୍କୁ ଦ୍ୱିତୀୟ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ମହାରାଷ୍ଟ୍ରରେ କ୍ଷମତା ଦଖଲକୁ ନେଇ ଲାଗି ରହିଛି ହାଇ ଡ୍ରାମା । ଏହାରି ମଧ୍ୟରେ ଏବେ ଆକ୍ସନ ମୋଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାତ୍ରା ଚାୱଲ…
Read More » -
ଅମିତ ଶାହାଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ଦେବେନ୍ଦ୍ର ଫଡ୍ନାଭିସ୍
ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଚାଲିଥିବା ବେଳେ ବିରୋଧୀ ଦଳ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ମଙ୍ଗଳବାର ଦିଲ୍ଲୀ ପାଇଁ ବାହାରି ଯାଇଛନ୍ତି। ସେ…
Read More » -
ଶକ୍ତିଶାଳୀ ହେଉଛି ସିନ୍ଦେ ଗୋଷ୍ଠୀ
ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି ସିନ୍ଦେ ଗୋଷ୍ଠୀ। ଶିବସେନା ଦଳର ୫୫ ଜଣ ବିଧାୟକଙ୍କ ମଧ୍ୟରୁ ୩୯ ଜଣ ବିଧାୟକ ବିଦ୍ରୋହ କରି ଦଳର ବିଦ୍ରୋହୀ…
Read More » -
ଆଜି ଇଡିରେ ହାଜର ହେବେନି ଶିବସେନା ସାଂସଦ ସଞ୍ଜୟ ରାଉତ୍
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଆଜି ଇଡିରେ ହାଜର ହେବା ପାଇଁ ନୋଟିସ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଜେରା ପାଇଁ…
Read More » -
ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା
ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମିଳିତ ବିରୋଧୀଦଳ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା । ନାମାଙ୍କନ ଦାଖଲ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ…
Read More »