ଅନ୍ୟାନ୍ୟ
-
ମହିଳାଙ୍କ ଲକ୍ଷେ ଟଙ୍କା ଥିବା ବ୍ୟାଗକୁ ଛଡେଇ ଧାଇଁଲା ମାଙ୍କଡ଼, ଆଉ ତା ପରେ ଯାହା ଘଟିଲା….
ଭୁବନେଶ୍ୱର: ଥାଇଲାଣ୍ଡରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ମୁଣ୍ଡରେ ହାତ ଦେବେ। ଯେତେବେଳେ ଗୋଟିଏ ମାଙ୍କଡ଼ ଜଣେ ମହିଳାଙ୍କ ବ୍ୟାଗକୁ…
Read More » -
ଅର୍ଚ୍ଚନା ନାଗର ଦସ୍ତଖତ ନମୁନା ସଂଗ୍ରହ କଲା ପୋଲିସ
ଭୁବନେଶ୍ୱର, ୨୪/୧୨/୨୦୨୨- ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଦସ୍ତଖତ ନମୁନା ସଂଗ୍ରହ ପାଇଁ ଖଣ୍ଡଗିରି ପୁଲିସ ଶନିବାର ଝାରପଡ଼ା ଜେଲରେ ପହଞ୍ଚିଥିଲା । ଅର୍ଚ୍ଚନା ଘରୁ ଜବତ…
Read More » -
ଗୋବିନ୍ଦ ସାହୁ ଘରେ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର, ୨୪/୧୨/୨୦୨୨- ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଡିସେମ୍ବର ୨୦ରେ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲା…
Read More » -
ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କଲେ ୫ଟି ସଚିବ
ଭୁବନେଶ୍ୱର, ୨୪/୧୨/୨୦୨୨- କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ…
Read More » -
ଜାନୁଆରି ୨ରେ ଖୋଲିବ ଉଚ୍ଚ ନ୍ୟାୟାଳୟ
କଟକ, ୨୪/୧୨/୨୦୨୨- ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଶୀତ ଅବକାଶ ଆରମ୍ଭ ହୋଇଥିବାରୁ ୨୦୨୩ ଜାନୁଆରି ୨ରେ ନ୍ୟାୟାଳୟ ଖୋଲିବ । ଅବକାଶ ସମୟରେ ଡିସେମ୍ବର ୨୬…
Read More » -
ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ ପାଲଲହଡ଼ା ସହର ବନ୍ଦ
ପାଲଲହଡା, ୨୪/୧୨/୨୦୨୨- ପାଲଲହଡ଼ା ଶିବ ମନ୍ଦିର ନିକଟରେ ଅଣ୍ଡରବାଇପାସ୍ , ପାଲଲହଡ଼ା- ତିହିଡି ରାସ୍ତା ନିର୍ମାଣ ଏବଂ ୧୪୯ ନଂ ଜାତିୟ ରାଜପଥ ମରାମତି ଦାବିରେ ଶନିବାର…
Read More » -
ରାଜ୍ୟରେ ପ୍ରତିଷ୍ଠା ହେବ ନୂଆ ୫୫ଟି ଟ୍ରମା କେୟାର ସେଣ୍ଟର
ଭୁବନେଶ୍ୱର, ୨୪/୧୨/୨୦୨୨- କମିବ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ବଢୁଥିବା ସଡ଼କ ଦୁର୍ଘଟଣାକୁ ଆଖିରେ ରଖି ରାଜ୍ୟ ସରକାର ଆଉ ୫୫ଟି ନୂଆ…
Read More » -
ପୋଖରୀରେ ବୁଡ଼ି ୩ ଶିଶୁ ମୃତ
ରାଜନଗର, ୨୩/୧୨/୨୦୨୨- କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୋଖରୀରେ ବୁଡ଼ି ୩ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ୩ ଶିଶୁ ବଗପାଟିଆ ଗାଁର । ମୃତକ ହେଲେ…
Read More » -
ପୋଖରୀରେ ବୁଡି ୩ ନାବାଳକ ମୃତ, ଗାଁ ରେ ଶୋକର ଛାୟା
ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ବଡ ଅଘଟଣ। ପୋଖରୀରେ ବୁଡି ୩ ନାବାଳକ ମୃତ। ରାଜନଗର ବ୍ଲକ ସାତଭାୟା ଗାଁର ୩ଜଣ ନାବାଳକ ପୋଖରୀରେ ଗାଧେଇବା ବେଳେ…
Read More »
