ଓଡ଼ିଶା
-
କଣିହାଁ ବ୍ଲକ୍ର ଉପାନ୍ତ ଅଞ୍ଚଳରେ ରାତିରେ ବିଦ୍ୟୁତ୍ କାଟ ଯୋଗୁଁ ଅନ୍ଧାରରେ ବଢ଼ୁଛି ହାତୀ ଭୟ, ହନ୍ତସନ୍ତ ହେଉଛନ୍ତି ଲୋକେ
କଣିହାଁ : କଣିହାଁ ବ୍ଲକ୍ର ଉପାନ୍ତ ଅଞ୍ଚଳ କୁଳୁମା ଓ ବାଲିପଶି ପଞ୍ଚାୟତରେ ହାତୀ ଉପଦ୍ରବ ଲାଗିରହିଛି। ଏ ପରିସ୍ଥିତିରେ ଅଧିକାଂଶ ରାତିରେ ଅଞ୍ଚଳରେ ବିଦ୍ୟୁତ୍ କାଟ…
Read More » -
ପୁରୀ ସଦର ଅଞ୍ଚଳରେ ବୋମାମାଡ଼
ପୁରୀ() ପୁରୀ ସଦର ନିର୍ବାଚନୀ ମଣ୍ଡଳୀରେ ଫୁଟିଲା ବୋମା । କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ୩ଟି ବୋମାରୁ ଗୋଟିଏ ଫୁଟିଛି ଓ ଅନ୍ୟ ଦୁଇଟି…
Read More » -
ରେଳ ଧାରଣା ଉଡ଼ାଇଲେ ନକ୍ସଲ : ବଦଳିଲା ଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ ଓ ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସର ରୁଟ୍
ରାଞ୍ଚି/ ଭୁବନେଶ୍ବର() ରେଳ ଧାରଣା ଉଡ଼ାଇଲେ ନକ୍ସଲ। ଗତକାଲି ରାତିରେ ଝଡଖଣ୍ଡର ଗିରିଡିହ ନିକଟରେ ବୋମା ବିସ୍ଫୋରଣ କରି ନକ୍ସଲମାନେ ଦିଲ୍ଲୀ-ହାୱଡା ରେଳମାର୍ଗରେ ଥିବା ରେଳ ଧାରଣାକୁ ଉଡ଼ାଇଦେଇଥିବା…
Read More » -
ଆଜି କମିଛି ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୯୦୧ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ବର() ରାଜ୍ୟରେ ଆଜି କମିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯…
Read More » -
ହରିଶଙ୍କରରେ ବୁଲୁଛି କଲରାପତରିଆ ବାଘ, ସ୍ଥାନୀୟ ଲୋକେ ଭୟଭୀତ
ପାଟଣାଗଡ() ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଥିବା ହରିଶଙ୍କର ପୀଠରେ ରାତିରେ ବୁଲୁଛି କଲରାପତରିଆ ବାଘ । କେତେକ ଲୋକ ବାଘକୁ ଦେଖିଥିବା…
Read More » -
ବୋଲେରୋରେ ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିଲା ଗଂଜେଇ, ବ୍ରିଜ୍ ଉପରେ ମାଡ଼ିବସିଲା ଅବକାରୀ ଗୁଇନ୍ଦା ବିଭାଗ
ଯାଜପୁରରୋଡ() ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ୧ କୁଇଣ୍ଟାଲ ୨୫ କିଲୋ ଗଂଜେଇ ଜବତ କରିଛି। କୋଲକାତାକୁ ବଡ଼ଧରଣର ଗଂଜେଇ ଚୋରା…
Read More » -
କୋଭିଡର କେବେ ବି ଅନ୍ତ ହେବ ନାହିଁ: ସ୍ଵାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡର କେବେ ବି ଅନ୍ତ…
Read More » -
ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ତୃତୀୟ ମହଲାରୁ ଡେଇଁ ଗୁରୁତର
ସମ୍ବଲପୁର() ବୁର୍ଲା ଭିମସାରରେ ଜଣେ ଏମବିବିଏସ୍ ଛାତ୍ରୀ ତୃତୀୟ ମହଲାରୁ ଡେଇଁ ଗୁରୁତର ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା।…
Read More » -
ନକଲି ବିଦେଶୀ ମଦ ଜବତ: ବେପାରି ଗିରଫ
ରାଉରକେଲା: ସମ୍ବଲପୁର ଅବକାରୀ ଗୁଇନ୍ଦା ପୁଲିସ ସହରର ପାନପୋଷ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଵିଦେଶୀ ମଦ ଜବତ କରିଛି। ଘଟଣାସ୍ଥଳରୁ ବେପାରି ବିଶରାମ…
Read More » -
ଗ୍ରାହକଙ୍କୁ ଚୁନ ମାରି ୩ କୋଟି ୬୮ଲକ୍ଷ ଠକିଥିଲେ , ଧରିଲା EOW
ଭୁବନେଶ୍ୱର() ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ବାପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜରଙ୍କ ସମେତ ୩ ଜଣ । ଗିରଫ…
Read More »