ଓଡ଼ିଶା
-
ନୟାଗଡ଼ରେ ଚାଲିଛି ଦ୍ବିତୀୟ ପର୍ଯ୍ୟ।ୟ ଭୋଟ ଗଣତି ପ୍ରକ୍ରିୟା
ନୟାଗଡ଼() ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟ।ୟ ଭୋଟଗଣତି ଆଜି ନୟାଗଡ ଜିଲ୍ଲାରେ ଆରମ୍ଭ ହୋଇସାରିଛି । ଆଜି ଜିଲ୍ଲାର ୭ଟି ବ୍ଲକରେ ୭ଟି ଜିଲ୍ଲାପରିଷଦ ଓ ୫୯ଟି…
Read More » -
ଦୁର୍ଘଟଣାରେ ବଡ଼ଭାଇ ମୃତ, ସାନ ଗୁରୁତର
ଖଜୁରିଆକଟା() ଅନୁଗୁଳ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଗୁରୁତର ହୋଇଥିବା ଜଣାଯାଇଛି।ମୃତକ ହେଲେ ଆଶିଷ…
Read More » -
ଡକାୟତି ଯୋଜନା କରୁଥିବା ୩ କୁଖ୍ୟାତ ଅପରାଧୀଙ୍କୁ ଧରିଲା ଢେଙ୍କାନାଳ ପୁଲିସ
ଢେଙ୍କାନାଳ() ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଦକ୍ଷିଣକାଳୀ ସ୍ଥିତ ଏକ ଆମ୍ବତୋଟାରୁ ଗତକାଲି ରାତିରେ ପୁଲିସ ୩ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି। ଆରକ୍ଷୀ…
Read More » -
ନିର୍ବାଚନୀ ହିଂସା ସନ୍ଦେହ: ପୂର୍ବତନ ସରପଞ୍ଚଙ୍କ କାରକୁ ଜାଳି ଦେଲେ ଦୁର୍ବୃତ୍ତ
ବଲାଙ୍ଗୀର() ତ୍ରିସ୍ତରୀୟ ପଞ୍ଚlୟତ ନିର୍ବାଚନ ସାରିଥିବା ବେଳେ ଗତକାଲି ଥିଲା ପ୍ରଥମ ଦିନର ଭୋଟ ଗଣତି। ଏହି ସମୟରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚlୟତରେ…
Read More » -
ପଞ୍ଚାୟତ ରାୟ : ଜାଣନ୍ତୁ କିଏ ହାତେଇଛି କେତେ ସିଟ୍ ?
ଭୁବନେଶ୍ୱର() ଚାଲିଛି ପଞ୍ଚାୟତ ଭୋଟ ଗଣତି । ଆଜି ଭୋଟ ଗଣତିର ୨ୟ ଦିନ । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟ ଗଣତିରେ ଏଯାବତ୍ ବାଜି ମାରି ନେଇଛି…
Read More » -
ସୀମାନ୍ତ ଜଙ୍ଗଲରେ ଏନ୍କାଉଣ୍ଟର, ୨ ମହିଳା ମାଓବାଦୀ ନିହତ
ମାଲକାନଗିରି() ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ନିହତ ହେଲେ ଦୁଇ ଜଣ ମହିଳା ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ…
Read More » -
ପଞ୍ଚାୟତ ନିର୍ବାଚନ ରେଜଲ୍ଟ : ଖୋର୍ଦ୍ଧାରେ ୧୦ ଆସନରୁ ୯ ହାତେଇଲା ବିଜେଡି, ବିଜେପି ଖାତାରେ ଗୋଟିଏ
ଖୋର୍ଦ୍ଧା() ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫଳାଫଳ । ଗଣତି ହେଉଥିବା ୧୦ଟି ଆସନରୁ ୯ଟି ଜୋନରେ ବିଜେଡି ବାଜିମାତ କରିଥିବା ବେଳେ ଗୋଟିଏ ଜୋନରେ ଦଖଲ କରିବାରେ…
Read More » -
STF କବ୍ଜାରେ ହାତୀ ଦାନ୍ତ ବେପାରୀ, ୫ କେଜିରୁ ଅଧିକ ଓଜନ ହେବ ୨ଟି ହାତୀ ଦାନ୍ତ
ଭୁବନେଶ୍ୱର() ଏସ୍ଟିଏଫ୍ କବ୍ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ । ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ଯାହାର ଓଜନ ୫କେଜି ୬୬୨ ଗ୍ରାମ ହେବ…
Read More » -
ପଞ୍ଚାୟତ ନିର୍ବାଚନ ରେଜଲ୍ଟ : ଖୋର୍ଦ୍ଧାରେ ୧୦ ଆସନରୁ ୯ ହାତେଇଲା ବିଜେଡି, ବିଜେପି ଖାତାରେ ଗୋଟିଏ
ଖୋର୍ଦ୍ଧା() ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫଳାଫଳ । ଗଣତି ହେଉଥିବା ୧୦ଟି ଆସନରୁ ୯ଟି ଜୋନରେ ବିଜେଡି ବାଜିମାତ କରିଥିବା ବେଳେ ଗୋଟିଏ ଜୋନରେ ଦଖଲ କରିବାରେ…
Read More » -
ପଞ୍ଚାୟତ ରାୟ : ପ୍ରଥମ ଦିନର ଗଣତିରେ ବିଜେଡିର ବାଜିମାତ, ଭଦ୍ରକରେ ୭ ଜିଲ୍ଲାପରିଷଦ ସିଟ୍ ନେଲା ପୋଛି
ଭୁବନେଶ୍ୱର() ପ୍ରଥମ ଦିନର ଗଣତି ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ପ୍ରଥମ ଦିନରେ ଭଦ୍ରକ ଜିଲ୍ଲାର ଗଣତି ହୋଇଥିବା ୭ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ…
Read More »