ଓଡ଼ିଶା
-
ବିପୁଳ ପରିମାଣର କଫ୍ ସିରପ୍ ଓ ଗଞ୍ଜେଇ ଜବତ, ଜଣେ ଗିରଫ
ଖୋର୍ଦ୍ଧା() ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଗ୍ରାମରେ ଅବକାରୀ ପୋଲିସର ଚଢ଼ାଉ । ୩ଶହ ବୋତଲ କଫ୍ ସିରପ୍ ଓ ୨ କେଜି ଗଞ୍ଜେଇ ଜବତ କରିଛି ।…
Read More » -
ରାଜଧାନୀରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଅଫଲାଇନ୍ ପରୀକ୍ଷାକୁ ବିରୋଧ
ଭୁବନେଶ୍ବର() ରାଜଧାନୀରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ପରୀକ୍ଷା ଦାବିରେ ରାଜଧାନୀରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। କରୋନା ସମୟରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ…
Read More » -
ବାଲିଅନ୍ତା ପ୍ରମେୟ ପ୍ରତିନିଧି ନିଖୋଜ, ୩ଦିନ ହେଲା ପତ୍ତା ମିଳୁନି
ବାଲିପାଟଣା() ବାଲିଅନ୍ତା ପ୍ରମେୟ ପ୍ରତିନିଧି ନିଖୋଜ । ପ୍ରାୟ ୩ ଦିନ ହେଲାଣି ବାଲିଅନ୍ତା ପ୍ରମେୟ ପ୍ରତିନିଧି ପୀତବାସ ଦାଶଙ୍କର କୌଣସି ପତ୍ତା ମିଳୁନାହିଁ । ସୋମବାର…
Read More » -
ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ଓ ବିଜେପିର ଧାରଣା
ଭୁବନେଶ୍ବର() ଭଦ୍ରକରେ ରାଜନୈତିକ ଶତ୍ରୁତାରୁ ଯୁବକଙ୍କ ହତ୍ୟା ଅଭିଯୋଗ ଘଟଣାର ପ୍ରତିବାଦ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ…
Read More » -
STF ପଞ୍ଝାରେ ଗଞ୍ଜେଇ ବେପାରୀ : ୧୧୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଭୁବନେଶ୍ବର() କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ଗଞ୍ଜେଇ ବେପାରୀ । ନୟାଗଡ ଫତେଗଡ ଦଳବେହେରା ସାହିରେ ଚଢାଉ କରି ଗିରଫ କଲା ଏସଟିଏଫ । ଗିରଫ ବେପାରୀ ହେଲେ…
Read More » -
ଷ୍ଟ୍ରଙ୍ଗରୁମ୍କୁ ନେଇ ଗୁଜବ, ବାହାରେ ଲାଗିଲା ସିସିଟିଭି ଡିସ୍ପ୍ଲେ ଏଲ୍ସିଡି, ଡିସ୍ପ୍ଲେ ସମ୍ମୁଖରେ ରାତିସାରା ଜଗିଲେ ପ୍ରାର୍ଥୀ ଓ ନେତା
ରାଜନଗର() ରାଜନଗର ବ୍ଲକ୍ ୨୯ ପଂଚାୟତର ୩୬୩ ବୁଥ୍ରେ ଗତକାଲି ମତଦାନ ଶେଷ ହୋଇଛି। ମତଦାନ ପରେ ଭୋଟ୍ବାକ୍ସଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଅଣାଯାଇ ରାଜନଗର ଶ୍ରୀଶ୍ରୀ…
Read More » -
ଖୁବଶୀଘ୍ର ପୌର ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା
ଭୁବନେଶ୍ୱର() ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର…
Read More » -
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ
ପୁରୀ() ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି…
Read More » -
ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ
ଭୁବନେଶ୍ୱର() ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି…
Read More » -
ଶିବରାତ୍ରୀ ପାଇଁ ଦୀପ କାରିଗରଙ୍କୁ ନିଦ ନାହିଁ, ବିଡ଼ାନାସୀରେ ପ୍ରସ୍ତୁତି ଚାଲିଛି ଦେଢ଼ କ୍ବିଣ୍ଟାଲ୍ ଘିଅ ଦୀପ; ଚାଉଳିଆଗଂଜରେ ଜଳିବ
କଟକ() ଆଉ ଦିନ କେଇଟା ପରେ ମହାଶିବରାତ୍ରୀ। ଫଗୁଣ ମାସର ଅମାବାସ୍ୟା ଚତୁର୍ଦ୍ଦଶୀରେ ପାଳନ ହୋଇଥାଏ ମହାଶିବରାତ୍ରୀ ବା ଜାଗର। ଜାଗର ଉତ୍ସବ ପାଳନ ପାଇଁ ସହରରେ ଥିବା…
Read More »