ଓଡ଼ିଶା
-
ରାଜ୍ୟରେ ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତକଙ୍କ ସଂଖ୍ୟା ୯୦୮୫ ଛୁଇଁଲା
ଭୁବନେଶ୍ୱର() ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ…
Read More » -
ରାଜ୍ୟରେ ୧୫୦ ତଳକୁ ଖସିଲା ପଜିଟିଭଙ୍କ ସଂଖ୍ୟା
ଭୁବନେଶ୍ୱର() ରାଜ୍ୟରେ କରୋନା ମାମଲାରେ ହ୍ରାସ ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ତଳକୁ ଖସିଛି…
Read More » -
ରେଳଧାରଣାରୁ ମିଳିଲା ଟ୍ରକ ମାଲିକଙ୍କ ମୃତଦେହ: ହତ୍ୟା ସନ୍ଦେହ
ଖଲ୍ଲିକୋଟ() ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁର ଟ୍ରକ ମାଲିକ ଜିତେନ୍ଦ୍ର ଦଳେଇଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି। ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ…
Read More » -
ଗଛରେ ପିଟି ହେଲା କାର୍: ୬ ମୃତ, ୩ ଗୁରୁତର
ନୂଆପଡ଼ା() ମହାଶିବ ରାତ୍ରିରେ ନୂଆପଡା ଜିଲ୍ଲାରେ ବଡ ସଡକ ଦୁର୍ଘଟଣା। ପଦ୍ମପୁର ଅନ୍ତର୍ଗତ ସ୍ଥାନୀୟ ମହାମାୟା କଲେଜ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଗଛରେ…
Read More » -
ଏହି ରାଜ୍ୟରେ ମାଡିଚାଲିଛି ଏଡସ୍ ରୋଗୀଙ୍କ ସଂଖ୍ୟା: ପୀଡ଼ିତଙ୍କ ମଧ୍ୟରେ ଛାତ୍ର ବି ସାମିଲ, ଜାଣନ୍ତୁ କ’ଣ ରହିଛି କାରଣ
ଅରଗତାଲା: ତ୍ରିପୁରାରେ ଇଞ୍ଜେକ୍ସନରୁ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୪ ପ୍ରତିଶତ ଏଚ ଆଇ ଭିରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେମାନଙ୍କ…
Read More » -
ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ, କହିଲେ ପୂର୍ବ ଅପେକ୍ଷା ଭଲ ହୋଇଛି ଲଢେଇ
ପୁରୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ସରିବା ପରେ ଫଳାଫଳ ନେଇ ମୁହଁ ଖୋଲିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ପୂର୍ବ…
Read More » -
ସେବାୟତ ବିବାଦ ନେଇ ମୁହଁ ଖୋଲିଲେ ଜିଲ୍ଲାପାଳ, କହିଲେ ଆଲୋଚନା ପରେ ସମସ୍ୟାର ସମାଧାନ
ପୁରୀ : ଗତ ୨୭ ତାରିଖ ପଙ୍କୋଦ୍ଧାର ଏକାଦଶୀ ଅବସରରେ ପୁରୀ ଲୋକନାଥ ପୀଠରେ ଦର୍ଶନରେ ଅବ୍ୟବସ୍ଥା ହୋଇଥିଲା । ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର…
Read More » -
ପତିତପାବନଙ୍କୁ ଦର୍ଶନ କଲେ ସ୍ପେନିୟ ମହିଳା ହକି ଟିମ୍
ପୁରୀ() ପୁରୀରେ ପହଁଚି ସିଂହଦ୍ୱାର ଠାରେ ପତିତପାବନଙ୍କୁ ଦର୍ଶନ କଲେ ସ୍ପେନିୟ ମହିଳା ହକି ଟିମ। ଟିମ ରେ ରହିଛନ୍ତି 17 ଜଣ ମହିଳା ଖେଳାଳି ଙ୍କ…
Read More » -
ଲୋକନାଥ ମନ୍ଦିରରେ ମାତିଲେ ଲୁଟେରା, ଗମ୍ଭୀରା ଭିତରୁ ଦୁର୍ବୃତ୍ତ ଲୁଟିନେଲା ସୁନା ଚେନ୍
ପୁରୀ : ଲୁଟେରାଙ୍କ ଟାର୍ଗେଟରେ ପୁରୀ ଲୋକନାଥ ମନ୍ଦିର । ମନ୍ଦିର ଭିତରେ ଲୁଟର ଶିକାର ହେଲେ ମହିଳା ଭକ୍ତ । ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ…
Read More » -
ଛାତ ଉପରେ କାମ କରୁଥିଲେ କୃଷ୍ଣଚନ୍ଦ୍ର, ୧୧ କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ
ଆଠମଲ୍ଲିକ : ଛାତ ଉପରେ ଯାଇଥିଲେ ୧୧ କେଭି ତାର । ଅସାବଧାନତାରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଗଲେ କୃଷ୍ଣଚନ୍ଦ୍ର । ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ ।…
Read More »