ଓଡ଼ିଶା
-
ବିଧାନ ପରିଷଦ ଗଠନ ପ୍ରସଙ୍ଗ, ରାଜ୍ୟ ପଠାଇଥିବା ଚିଠିର ଉତ୍ତର ଦେଲା କେନ୍ଦ୍ର
ଭୁବନେଶ୍ୱର() ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର । ଚିଠି ବିଧାନସଭାରେ ପହଞ୍ଚିବା ପରେ ସଂସଦୀୟ…
Read More » -
ବଅଁରପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଆହତ
ବଅଁରପାଳ() ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏହାଫଳରେ ୫ ଜଣ…
Read More » -
ବିହାରୀ ମିସ୍ତ୍ରି ହତ୍ୟାକାଣ୍ଡ, ମୃତ ଆଜାଦଙ୍କ ମୋବାଇଲ୍ ଫୋନ୍ ଗାଏବ୍
କଟକ() ନୃଶଂସ ହତ୍ୟାକାଣ୍ଡର ଶିକାର ହୋଇଥିବା ବିହାରୀ ମିସ୍ତ୍ରି ଆଜାଦ୍ କୁମାର ଯାଦବଙ୍କ ମୋବାଇଲ୍ ଫୋନ୍ ଗାଏବ୍ ହୋଇଯାଇଛି। ୨୫ ତାରିଖ ଦିନ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା…
Read More » -
ଚାନ୍ଦବାଲିରେ ରାଜନୈତିକ ହିଂସା, ମଦ ପିଇ ମାରପିଟ୍ ଅଭିଯୋଗ
ଚାନ୍ଦବାଲି() ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକରେ ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବ।ଚନ ପରେ ଆରମ୍ଭ ହୋଇଛି ରାଜନୈତିକ ହିଂସା । ତେୁଲିଡ଼ହି ପଞ୍ଚାୟତ ବଇଁଚା ଗାଁରେ କିଛି ଭୋଟରଙ୍କୁ…
Read More » -
ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା, ମୃତକଙ୍କ ସଂଖ୍ୟା ୯୧୦୧କୁ ବୃଦ୍ଧି
ଭୁବନେଶ୍ୱର() ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ…
Read More » -
ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ଘର ସିଲ୍, ପୀଡ଼ିତାଙ୍କ ଡାକ୍ତରୀମାଇନା
ଭୁବନେଶ୍ବର() ଆଲବମ୍ ସୁଟିଂ ବାହାନାରେ ନାବାଳିକା ଅଭିନେତ୍ରୀଙ୍କ ହାତଗୋଡ଼ ବାନ୍ଧି ରାତିସାରା ଦୁଷ୍କର୍ମ କରିବା ଏବଂ ଏହାକୁ ରେକର୍ଡିଂ କରିବା ମାମଲାକୁ ୨୪ ଘଣ୍ଟାରୁ ଊର୍ଧ୍ବ ସମୟ…
Read More » -
ଚତୁର୍ଥ ଦିନରେ ୧୪୯ଜଣ ପ୍ରାର୍ଥିପତ୍ର ଦାଖଲ କଲେ ଚାରି ଦିନରେ ୩୭ଜଣ ମେୟର/ପୌରାଧ୍ୟକ୍ଷ, ୨୭୫ଜଣ କାଉନସିଲର/କର୍ପୋରେଟର ପାଇଁ ପ୍ରାର୍ଥିପତ୍ର ଦାଖଲ କଲେଣି
ଭୁବନେଶ୍ବର() ପୌର ନିର୍ବାଚନ ପାଇଁ ଚାଲିଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିନରେ ଶନିବାର ୧୪୯ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିରେ ୯ଜଣ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ,…
Read More » -
ଅଭିନେତା ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ
କଟକ() ବିଜେପିର ମେୟର ପ୍ରାର୍ଥୀଙ୍କୁ ନେଇ ଜାରି ରହିଥିବା ଆକଳନ ଏକପ୍ରକାର ଭିନ୍ନ ହୋଇଛି। ଆଜି ବିଜେପି ମେୟର ପ୍ରାର୍ଥୀ ଘୋଷଣା କରିଛି। ଓଡ଼ିଆ ସିନେଜଗତର ଜଣାଶୁଣା…
Read More » -
୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗୁପ୍ତଚରଙ୍କ ସୂଚନା…
Read More » -
ବିହାରୀ ଶ୍ରମିକ ହତ୍ୟା ମାମଲା: ହତ୍ୟାକାରୀଙ୍କ ଟେର୍ ମିଳିନି, କାରଣ ଅସ୍ପଷ୍ଟ
ଭୁବନେଶ୍ବର: ପଳାସୁଣୀ ନିକଟ ନିର୍ମାଣାଧୀନ ଏମ୍ସିସିରେ ବିହାରୀ ଶ୍ରମିକ ମୁକେଶ ଚୌଧୁରୀ ହତ୍ୟା ମାମଲାରେ ପୁଲିସକୁ କିଛି ବି ସୁରାକ୍ ମିଳିପାରିନାହିଁ। ମୁକେଶକୁ ପୂର୍ବ ଶତ୍ରୁତାରୁ ତାକୁ…
Read More »