ଓଡ଼ିଶା
-
ମହାପ୍ରଭୁଙ୍କ ପାଖରେ ଲାଗି ହେଲା ନୂତନ ପଞ୍ଜିକା, ଜାଣନ୍ତୁ ଜ୍ୟୋତିର୍ବିଦଙ୍କ କଣ ରହିଛି ଗଣନା
ପୁରୀ() ଆଜି ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ଓଡିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବ ବର୍ଷ ଭାବେ ପାଳନ କରାଯାଉଛି। ଦୋଳ ପୂର୍ଣ୍ଣିମାରେ ନୂତନ…
Read More » -
ଗଡଚଣ୍ଡିଙ୍କ ଖାଇଫୋଦ ଯାତ୍ରା ଭକ୍ତିର ସହ ପାଳିତ
ପୁରୀ() ଗଡଚଣ୍ଡିଙ୍କ ଖାଇଫୋଦ ଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଭୀମପୁର ଗ୍ରାମରେ ଆରାଧ୍ୟ ଦେଵୀ ଗଡଚଣ୍ଡିଙ୍କ ପାଖରେ…
Read More » -
ମାହାଙ୍ଗା ଗଣହତ୍ୟା ମାମଲା: ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କରିଥିଲା ଶିବପ୍ରସାଦ, ୩ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ
କଟକ() ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କରିଥିବା ସାନଭାଇ ଶିବପ୍ରସାଦକୁ ପୁଲିସ ଆଜି ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ୫ ଦିନିଆ…
Read More » -
କୁଶଳି ତାଲିମ ପ୍ରଦାନରେ ଗଜପତି ଜିଲ୍ଲା ଆଗୁଆ, ନୀତି ଆୟୋଗ କଲେ ପ୍ରଶଂସା
() ବହୁ ପ୍ରତୀକ୍ଷିତ ଆକାକ୍ଷୀଂ ଯୋଜନା କାର୍ଯ୍ୟକାରିତା ନେଇ ରହିଥିବା ସାମାଜିକ ଆର୍ଥିକ ମାନଦଣ୍ଡରୁ କୁଶଳି ବିକାଶ ମାପକରେ ଗଜପତି ଉଲ୍ଲେଖନୀୟ ସଫଳତା ଲାଭ କରିଛି ।…
Read More » -
ପିସିସି ସଭାପତି ପରିବର୍ତ୍ତନ ପ୍ରତିକ୍ରିୟା ରଖିଲେ ତାରା, କହିଲେ କଂଗ୍ରେସ ବଞ୍ଚିଲେ ଦେଶ ବଞ୍ଚିବ
ଭୁବନେଶ୍ୱର() କଂଗ୍ରେସରେ ନିହାତି ଭାବେ ଯୋଗ୍ୟ ବ୍ୟକ୍ତି ଅଛନ୍ତି । କିଏ ଏଠି କୋଳି ଖାଇ ମଞ୍ଜି ପୋତି ନାହାଁନ୍ତି । ଯଥାଶୀଘ୍ର ପିସିସି ପରିବର୍ତ୍ତନ କରିବା…
Read More » -
ପୁରୁଷ ହକି ବିଶ୍ୱକପ୍ର ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର() ଆସନ୍ତାବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଲୋଗୋ ଆଜି ଉନ୍ମୋଚନ ହେବ । କଳିଙ୍ଗ ହକି ଷ୍ଟାଡିୟମରେ ଆଜି ସଂଧ୍ୟାରେ…
Read More » -
ମାସ ଶେଷ ସୁଦ୍ଧା ବଦଳିବେ ପିସିସି ସଭାପତି-ମହମ୍ମଦ ମୋକ୍କିମ୍
କଟକ() ଥମୁନି କଂଗ୍ରେସ କନ୍ଦଳ । ଘଡିକେ ଘୋଡା ଛୁଟୁଛି । କିଏ କହୁଛି ପସିସି ସଭାପତି ପରିବର୍ତ୍ତନ କର ତ ଆଉ କିଏ କହୁଛି ପୁରା…
Read More » -
ବୈତରଣୀ ନଦୀର ଗେମନ ବ୍ରିଜରୁ ଡେଇଁ ଯୁବତୀ ନିଖୋଜ: କାରଣ ଅସ୍ପଷ୍ଟ, ଉଦ୍ଧାର କାର୍ଯ୍ୟ ଜାରି
ଚାନ୍ଦବାଲୀ() ବୈତରଣୀ ନଦୀର ସୁଇସାଇଡ୍ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛନ୍ତି । ବ୍ରିଜ ଉପରୁ ନଦୀ…
Read More » -
ମହାନଦୀରେ ଗାଧୋଇବା ହେଲା କାଳ: ବୁଡ଼ିଯାଇ ୨ କଲେଜ ଛାତ୍ର ମୃତ
କୁଜଙ୍ଗ() ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଅଗପାଳ ପଞ୍ଚୟତର ପଥୁରିଆ ଗ୍ରାମର ଦୁଇଜଣ ଯୁବକ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଯାଇଥିବାବେଳେ ନଦୀରେ ବୁଡ଼ିଯାଇ ପ୍ରାଣ ହରାଇଥିବା…
Read More » -
ଚଳିତ ବର୍ଷ ସ୍ବାଭାବିକ ହୋଇପାରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ: ଭାରତୀୟ ପାଣିପାଗ ବିଭାଗ
ନୂଆଦିଲ୍ଲୀ() ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ଭାରତରେ ସ୍ବାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ଅଛି ବୋଲି ଆଜି ଭାରତର ପାଣିପାଗ ବିଭାଗ କହିଛି।…
Read More »