ଓଡ଼ିଶା
-
ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୮ କରୋନା ପଜିଟିଭ୍
(ଭୁବନେଶ୍ୱର) ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୧୦…
Read More » -
ଆଜି ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ମଙ୍ଗୁଆଳ
ଭୁବନେଶ୍ବର() ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ ପରିବର୍ତ୍ତନ । ଏନେଇ ଆଜି ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଘର ସଜାଡ଼ିବାକୁ ରାଜ୍ୟ କଂଗ୍ରେସ ନେତାଙ୍କ ସହିତ ଆଜି…
Read More » -
ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅସାନି’, ୨୧ କିମି ବେଗରେ ମାଡ଼ି ଆସୁଛି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ପୁରୀଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ…
Read More » -
୫୩ ନମ୍ବର ଜାତୀୟ ରାଜପଥ ପାର କରୁଥିବା ବେଳେ ଧକ୍କା ଦେଲା କାର, ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ଦେବଗଡ() ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡା ଗ୍ରାମରେ କାର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ରେଙ୍ଗାଳବେଡା ଗ୍ରାମ…
Read More » -
ସୃଷ୍ଟି ହେଲା ବାତ୍ୟା ‘ଅସାନି’, ୧୦ ସନ୍ଧ୍ୟାରୁ ବର୍ଷା
ଭୁବନେଶ୍ୱର () ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସକାଳେ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାର ନାଁ ‘ଅସାନି’ ରଖାଯାଇଛି।…
Read More » -
ଭିଜିଲାନ୍ସ ହାତରେ ଧରାପଡିବା ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ଅତିରିକ୍ତ ତହସିଲ୍ଦାର
ସମ୍ୱଲପୁର() କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣା ଭିଜିଲାନ୍ସ ହାତରେ ଧରାପଡିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଏନଫୋର୍ସମେଣ୍ଟ…
Read More » -
ବିଶ୍ବ ରେଡକ୍ରସ ଦିବସ ପାଳିତ
ପୁରୀ() ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଛି । ଜିଲ୍ଲା ରେଡକ୍ରସ ସମିତି ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ…
Read More » -
ଗାଧୋଇବା ବେଳେ ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ
ଢେଙ୍କାନାଳ() ବ୍ରାହ୍ମଣୀ ନଦୀରେ ଗଧୋଉଥିବା ବେଳେ ଭାସିଗଲେ ତିନି ଛାତ୍ର । ସୁରକ୍ଷିତ ଭାବେ ଦୁଇଜଣ ଉଦ୍ଧାର ହୋଇଥିବାବଳେ । ଜଣେ ଏବେ ବି ନିଖୋଜ ରହିଛନ୍ତି ।…
Read More » -
ପୋଲିସ ଓ ପ୍ରେସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍, ଦଶ ରନ୍ ରେ ବିଜୟୀ ପ୍ରେସ୍ କ୍ଲବ
ଫୁଲବାଣୀ() ଫୁଲବାଣୀ ସ୍ଥିତ ରିଜର୍ଭ ପଡିଆ ଠାରେ ରବିବାର ଜିଲ୍ଲା ପ୍ରେସ କ୍ଲବ ଓ ପୋଲିସ ଟିମ୍ ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ…
Read More » -
ବାଲି ଚୋରା ଚାଲାଣ ବେଳେ ଚଢ଼ାଉ, ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି RIଙ୍କୁ ମାଫିଆଙ୍କ ଆକ୍ରମଣ
ଗଞ୍ଜାମ() ବାଲି ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି…
Read More »