ଓଡ଼ିଶା
-
ନିଦରେ ଶୋଇଥିଲେ ନିଆଁ ଲାଗିଗଲା, ଜଳିଗଲେ ମା ଓ ୨ ଶିଶୁ
ମୟୂରଭଞ୍ଜ: ଶୋଇଥିବା ବେଳେ ଘରେ ଲାଗିଲା ନିଆଁ , ୩ ଜୀବନ୍ତ ଦଗ୍ଧ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁର ଢ଼ିପାସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ।…
Read More » -
ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ, ମୃତକ ସମ୍ବଲପୁରର ଗୋପାଳକୃଷ୍ଣ ପଣ୍ଡା
ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର…
Read More » -
ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା, ୨ ପାଇଲଟ ମୃତ
ରାୟପୁର: ଛତିଶଗଡ଼ ରାୟପୁରରେ ହେଲିକପ୍ଟର କ୍ରାସ୍ । ଏକ ଟ୍ରେନିଂ ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଲେ କ୍ୟାପଟେନ…
Read More » -
ରାଜ୍ୟ ସରକାର ନେଲେ ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ
ଭୁବନେଶ୍ୱର: ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ…
Read More » -
ନାରାୟଣପାଟଣା ବ୍ଲକର ପାଚିଂ ଜଙ୍ଗଲରେ ପୁରୁଣା ବିସ୍ଫୋରକ ଜବତ
କୋରାପୁଟ: ଅନ୍ୟ ବ୍ଲକ ଅପେକ୍ଷା କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ମାଛକୁଣ୍ଡ ଅଞ୍ଚଳ ଓ ବୈପାରିଗୁଡା ବ୍ଲକର ଏକାଧିକ ଅଞ୍ଚଳରେ ଏବେ ବି ରହିଛି ମାଓ ଗତିବିଧି।…
Read More » -
ବିଦ୍ୟାଳୟରେ ଶିକ୍ଷକ ଅଭାବ, ବ୍ୟାହତ ହେଉଛି ପାଠପଢା: ପ୍ରତିବାଦରେ ସ୍କୁଲରେ ତାଲ ପକାଇଲେ ଛାତ୍ରଛାତ୍ରୀ ଓ ଅବିଭାବକ
ଆନନ୍ଦପୁର: ଆନନ୍ଦପୁର ପୌର ପରିଷଦ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଅଭାବନୀୟ ପରିସ୍ଥିତି । ସ୍କୁଲରେ ଶିକ୍ଷକ ଅଭାବରୁ ପାଠ ପଢ଼ାରେ ହେଉଥିଲା ରୀତିମତ…
Read More » -
ଏସଟିଏଫକୁ ସଫଳତା; ୧.୨ କେଜି ବ୍ରାଉନସୁଗାର ଜବତ, ୩ ବେପାରୀ ଗିରଫ
ଖୋର୍ଦ୍ଧା: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ୧ କେଜି ୪୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ଏହାସହ ଘଟଣାରେ ତିନି ଜଣଙ୍କୁ ଗିରଫ…
Read More » -
ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମେ ୧୫ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସକ୍ରିୟ ହେବ ମୌସୁମୀ ବାୟୁ।…
Read More » -
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି; ଜୁନ ୧୦ରେ ଓଡିଶାର ୩ ଆସନ ପାଇଁ ମତଦାନ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାର ୩ଟି ଆସନ ପାଇଁ ହେବ ନିର୍ବାଚନ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି…
Read More » -
ମଦ ନିଶା ଉଜାଡ଼ି ଦେଲା ସଂସାର; ସ୍ତ୍ରୀକୁ ମାରି ବିଷ ପିଇଦେଲା ସ୍ୱାମୀ
ପାଟଣାଗଡ଼: ମଦ ନିଶା ଉଜାଡ଼ି ଦେଲା ସଂସାର। ସାମାନ୍ୟ କଳହରୁ ମଦ ନିଶାରେ ଚୁର ସ୍ୱାମୀ ନିଜ ପତ୍ନୀର ଜୀବନ ନେଇଗଲା। ହେଲେ ନିଶା ଉତୁରିବା ପରେ…
Read More »