ଓଡ଼ିଶା
-
ଉଦ୍ଧାର ହେଲା ରାହୁଲ: ଆମ୍ବୁଲାନ୍ସରେ ଗଲା ହସ୍ପିଟାଲ
ଚମ୍ପା: ଶେଷ ହେଲା ପ୍ରତୀକ୍ଷା । ବୋରଓ୍ବେଲରୁ ଟନେଲ ଦେଇ ବାହାରିଲା ରାହୁଲ । ଜୀବନ ଯୁଦ୍ଧରେ ମୃତ୍ୟୁକୁ ହରାଇ ଫେରିଲା ଫାଇଟର ରାହୁଲ । ଟନେଲରୁ…
Read More » -
ଅଣସରକୁ ଗଲେ ଶ୍ରୀଜିଉ, ଆଜିଠୁ ଦର୍ଶନ ଦେବେ ଅଲାରନାଥ
ପୁରୀ: ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଅଲାରନାଥ । ଆରମ୍ଭ ହୋଇଛି ଅଲାରନାଥଙ୍କ ଅଣସର ଦର୍ଶନ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭୋରରୁ ଦ୍ଵାର ଫିଟା,…
Read More » -
ଚାଷ ଜମିକୁ ମା’କୁ ଡାକିବାକୁ ଯାଇଥିଲେ, ବଜ୍ରାଘାତରେ ଚାଲିଗଲା ନାବାଳକଙ୍କ ଜୀବନ
ଅନୁଗୋଳ: ବଜ୍ରାଘାତରେ ନାବାଳକଙ୍କ ମୃତ୍ୟୁ । ଚାଷ ଜମିରୁ ମା’କୁ ଡାକିବାକୁ ଯାଇଥିବା ସମୟରେ ହୋଇଥିଲା ବଜ୍ରପାତ । ଫଳରେ ସେହିଠାରେ ହିଁ ଟଳି ପଡିଥିଲେ ନାବାଳକ…
Read More » -
ଅନୁଗୋଳରେ ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ଗଛ ଓ ବିଦ୍ୟୁତ ଖୁଣ୍ଟ
ଅନୁଗୋଳ: ଅନୁଗୋଳରେ କାଳବୈଶାଖୀର ତାଣ୍ଡବ । ମାତ୍ର କିଛି ମିନଟ୍ରେ ଟଳି ପଡିଲା ରାସ୍ତାକଡ଼ରେ ଥିବା ବହୁ ଗଛ । କିଛି ଗଛ ରାସ୍ତା କଡରେ ଠିଆ…
Read More » -
ଗାଁ ମାଟିକୁ ଫେରିଲା ୩ ଜଣଙ୍କ ମୃତଦେହ, ଆନ୍ଧ୍ର ସୀମାନ୍ତରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ
ନବରଙ୍ଗପୁର: ଆନ୍ଧ୍ରପ୍ରଦେଶ ବୋଡୁଗୁଡେମ୍ ନିକଟରେ ବସ୍ ଦୁର୍ଘଟଣାରେ ମୃତ ନବରଙ୍ଗପୁର ଜିଲ୍ଲାର ଦୁଇ ଭାଈ ଭଉଣୀ ଓ ଜଣେ ଶ୍ରମିକଙ୍କ ଶବ ଆସି ଗାଁରେ ପହଞ୍ଚିଛି ।…
Read More » -
ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଉତ୍ସବ ଦ୍ୱାରା ଅନୁପ୍ରାଣିତ ସ୍ୱତନ୍ତ୍ର ସମ୍ଭାର ସହିତ ରଜ ପର୍ବ ପାଳନ
ଭୁବନେଶ୍ୱର :ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରଜ ପର୍ବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ସମ୍ଭାର ଜରିଆରେ…
Read More » -
ପରିସ୍ରା କରିବାକୁ ନେଇ ତୁମୂଳକାଣ୍ଡ, ଭାଇବୋହୂକୁ ମାଡ ମାରି କଲେ ଲହୁଲୁହାଣ
ଉଦଳା: ସାମାନ୍ୟ ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ । ଭାଇବୋହୂକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରି କଲେ ଲହୁଲୁହାଣ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା…
Read More » -
ଆମ୍ୱ ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଢେଙ୍କାନାଳ: ଆମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ। ଏକ ଆମ୍ବଗଛରେ ଝୁଲୁଛି ଏହି ମୃତଦେହ। ଢେଙ୍କାନାଲ ସହର ସିମିଳିଆରେଥିବା ଏକ ଆମ୍ବ ବଗିଚାରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ…
Read More » -
ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ : ଖାଇସାରି ପାଣି ପିଇଲାନି ଛାତ୍ର, ତତଲା ଟାଇଲ୍ରେ ଆଣ୍ଠେଇ ଚଲାଇଲେ ପିଅନ
ବାରିପଦା : ବିଦ୍ୟାଳୟରେ ଶିଶୁକୁ ଅମାନବୀୟ ଦଣ୍ଡ । ଶିକ୍ଷକ ବଦଳରେ ରୋଷେୟା ଦେଲେ ଦଣ୍ଡ । ଖାଇସାରି ପାଣି ପିଇଲାନି ବୋଲି ୬ବର୍ଷର ବାଳକକୁ ତତଲା…
Read More » -
୮ ଦିନର ସଂଘର୍ଷ ପରେ ହାରିଗଲେ ଗଜରାଜ, ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା
ଆଠଗଡ: ଦୀର୍ଘ ୮ ଦିନର ସଂଘର୍ଷ ପରେ ଆଖିବୁଜିଲା ଗୁଳିବିଦ୍ଧ ଦନ୍ତା । ଜୟପୁର ଜଙ୍ଗଲରେ ଅସୁସ୍ଥ ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଦନ୍ତା ହାତୀଟି…
Read More »