ଓଡ଼ିଶା
-
ପଦଯାତ୍ରା ସମାପନ ଦିବସରେ ବ୍ରହ୍ମପୁର ସହରରେ କଂଗ୍ରେସ ପକ୍ଷରୁ ବିରାଟ ଶୋଭାଯାତ୍ରା
ବ୍ରହ୍ମପୁର, ୧୭/୦୮/୨୦୨୨- ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । କାଶ୍ମୀର ଠାରୁ…
Read More » -
ପ୍ରକାଶ ପାଇଲା +୨ ଆଡମିଶନ ପାଇଁ କଟ ଅଫ୍ ମାର୍କ ତାଲିକା
ଭୁବନେଶ୍ୱର, ୧୭/୦୮/୨୦୨୨- ପ୍ରକାଶ ପାଇଲା +୨ ଆଡମିଶନ ପାଇଁ କଟ ଅଫ୍ ମାର୍କ ତାଲିକା । ଅଗଷ୍ଟ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇ…
Read More » -
+୩ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା
ହିଞ୍ଜିଳିକାଟୁ, ୧୭/୦୮/୨୦୨୨- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୦୧୯-୨୨ ଶିକ୍ଷା ବର୍ଷର +୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧିନସ୍ଥ ଶ୍ରୀ ବେଲେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ,…
Read More » -
ଅମୃତ ମହୋତ୍ସବ ଅବସରରେ ବିଜେପି ପକ୍ଷରୁ ଅମୃତ ମିଳନ ଏବଂ ଅମୃତ ସମ୍ମାନ ପ୍ରଦାନ
ବ୍ରହ୍ମପୁର, ୧୭/୦୮/୨୦୨୨- ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା…
Read More » -
ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁରରେ 76 ତମ ସ୍ୱାଧୀନତା ଦିବସ ପାଳନ
ବ୍ରହ୍ମପୁର,୧୬/୦୮/୨୦୨୨- ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଧାନସଭା ତରଫରୁ ସ୍ଥାନୀୟ ଗାନ୍ଧିନଗର ସ୍ଥିତ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ସାଧନତା ଦିବସ ପାଳନ…
Read More » -
ବ୍ରହ୍ମପୁର ପଣ୍ଡା କଲୋନୀ ଶାସ୍ତ୍ରୀ ପାଠାଗାରର ନୂତନ ସଭାପତି ଓ ଉପ ସଭାପତି ଚୟନ
ବ୍ରହ୍ମପୁର, ୧୬/୦୮/୨୦୨୨ – ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ପଣ୍ଡା କଲୋନୀ ଶାସ୍ତ୍ରୀ ପାଠାଗାରର ନୂତନ ସଭାପତି ଭାବେ ପଞ୍ଚାନନ ତାରିଣୀ ଓ ଉପ ସଭାପତି ରାଜ ନାୟକଙ୍କୁ…
Read More » -
ହୀରାକୁଦର ମୋଟ ୪୦ ଟି ଗେଟ୍ ଖୋଲିବା ନେଇ ସବୋର୍ଚ୍ଚ ଯନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର, ୧୬/୦୮/୨୦୨୨- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଓଡିଶାର ଏକାଧିକ ନଦୀ ପରିପୂର୍ଣ୍ଣ ହୋଇ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀ…
Read More » -
ଏସ୍ଏମଆଇଟି ଗ୍ରୁପ୍ର ଅନୁଷ୍ଠାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ
ବ୍ରହ୍ମପୁର, ୧୬/୦୮/୨୦୨୨- ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମ୍ଆଇଟି ଗ୍ରୁପ୍ ଅଫ୍ ଇନୁଷ୍ଟିଚ୍ୟୁଟ ତରଫରୁ ଦେଶର ୭୬ତମ ସ୍ୱାଧୀନତା ଦିବସ ଅବସରରେ କଲେଜ ପରିସରରେ ପତାକା ଉତ୍ତୋଳନ…
Read More » -
ସାମ୍ଭାବ୍ୟ ବନ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର, ୧୬/୦୮/୨୦୨୨ – ଲଗାଣ ବର୍ଷା ଯୋଗୁଁ ଓଡିଶାରେ ଦେଖାଦେଇଥିବା ବନ୍ୟାରେ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ସୁନିଶ୍ଚିନ୍ତ କରିବାକୁ ମୁଖ୍ୟମନ୍ତ୍ରୀ…
Read More »
