ଓଡ଼ିଶା
-
OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ୱାଇଁ
ଭୁବନେଶ୍ୱର, ୧୪/୦୩/୨୦୨୬: ଓଡ଼ିଶାରେ ପୋଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବା ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।…
Read More » -
ଡ. ସୁନୀତି ମୁଣ୍ଡଙ୍କ ପୁସ୍ତକ ଲୋକାର୍ପଣ
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ୍ ଅଫ୍ ଇଣ୍ଡିଆର ଡିପୁଟି ଚେୟାରମ୍ୟାନ ହଲ୍ରେ ଗୁରୁବାର “ବର୍ତ୍ତମାନ ସାମାଜିକ ଓ ରାଜନୈତିକ ପରିପ୍ରେକ୍ଷିରେ ପଣ୍ଡିତ ଦୀନଦୟାଲ…
Read More » -
ଓଡ଼ିଶାକୁ ରେଳ ମନ୍ତ୍ରଣାଳୟର ବଡ଼ ଭେଟି: ଚାଲିବ ନୂଆ ‘ଅମୃତ ଭାରତ’ ଟ୍ରେନ, ନିୟମିତ ହେଲା ଧାନବାଦ୍ ଓ ପାଟନା ସେବା
ଭୁବନେଶ୍ୱର, ୧୨ ମାର୍ଚ୍ଚ ୨୦୨୬: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଦେଇ ଆସାମ…
Read More » -
ହସ୍ପିଟାଲରେ କୃଷ୍ଣ ଚନ୍ଦ୍ରଙ୍କୁ ଭେଟିଲେ ବିରୋଧୀ ଦଳ ନେତା
ଭୁବନେଶ୍ବର,୧୨/୦୩/୨୦୨୬: ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଆଇଜିକେସି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ…
Read More » -
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
ଭୁବନେଶ୍ୱର, ୧୨/୦୩/୨୦୨୬: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ସ୍ବାଭାବିକ ଭାବେ ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳରେ ଧୋଇ ହୋଇଗଲା…
Read More » -
ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଶତାଧିକ ସମର୍ଥକଙ୍କ ସହ ଭାଜପାରେ ମିଶିଲେ ବାଲେଶ୍ୱରର ପୂର୍ବତନ ସାଂସଦ
ଭୁବନେଶ୍ୱର, ୧୧/୦୩/୨୦୨୬: ଓଡ଼ିଶା ରାଜନୀତିରେ ଦଳବଦଳ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ବିଜେଡିକୁ ଏକ ବଡ଼ ଶକ୍ତ ଧକ୍କା ଲାଗିଛି। ବାଲେଶ୍ୱରର ପ୍ରଭାବଶାଳୀ ନେତା ତଥା…
Read More » -
ଗଞ୍ଜାମରେ ଅନ୍ଧବିଶ୍ୱାସର ଭୟଙ୍କର ରୂପ: ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହାତ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ
ବେଲଗୁଣ୍ଠା, ୧୧/୦୩/୨୦୨୬: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରେଡି କରୁଥିବା ସନ୍ଦେହ କରି ଗ୍ରାମବାସୀମାନେ ଜଣେ…
Read More » -
ବିଜେଡ଼ି ଛାଡ଼ିଲେ ରବୀନ୍ଦ୍ର ଜେନା।
ଭୁବନେଶ୍ୱର,ବିଜୁ ଜନତା ଦଳ ସହ ଦୀର୍ଘ ଦିନର ସଂପର୍କ ଛିନ୍ନ କରିଛନ୍ତି ବାଲେଶ୍ବର ବିଜେଡିର ଟାଣୁଆ ନେତା ତଥା ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ସେ…
Read More » -
ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ବିଫଳ
ଭୁବନେଶ୍ବର,୧୧/୦୩/୨୦୨୬: ଜଙ୍ଗଲ ନିଆଁକୁ ନିୟନ୍ତ୍ରଣରେ ବିଫଳ ଯୋଗୁଁ 3 ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର ଘଟଗାଁ ବନାଞ୍ଚଳର ୩ ବନ ଅଧିକାରୀଙ୍କୁ ଡିଏଫ୍ଓ ଏଚଡି…
Read More » -
୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ
ଜଗତସିଂପୁର, ୧୧/୦୩/୨୦୨୬: ୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ । ମାର୍ଚ୍ଚ ମାସ ଦରମା ବନ୍ଦ କଲେ ଜଗତସିଂହପୁର ଜିଲ୍ଲାପାଳ । ଧାନ…
Read More »