ଦୁର୍ନୀତି
-
୫.୫୬ କୋଟିର ପେନ୍ସନ ଦୁର୍ନୀତି: ମୁଖ୍ୟ ଅଭିଯୁକ୍ତ ଗିରଫ
ଭଦ୍ରକ/ଭୁବନେଶ୍ୱର, ୧୯ ମାର୍ଚ୍ଚ ୨୦୨୬: ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ୫.୫୬ କୋଟି ଟଙ୍କାର ପେନ୍ସନ ପାଣ୍ଠି ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା…
Read More » -
ରାୟଗଡ଼ା ପର୍ଯ୍ୟଟକ ମହିଳା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍
ରାୟଗଡ଼ା/ଭୁବନେଶ୍ୱର, ୧୮ ମାର୍ଚ୍ଚ ୨୦୨୬: ରାୟଗଡ଼ା ଜିଲ୍ଲାରେ ଜଣେ ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ସମ୍ବେଦନଶୀଳ ମାମଲାରେ ମାନ୍ୟବର ଅଦାଲତ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।…
Read More » -
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
ଭୁବନେଶ୍ବର, ୧୬/୦୩/୨୦୨୬ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ ତଥା ଆକାଉଣ୍ଟାଣ୍ଟ…
Read More » -
୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ
ଜଗତସିଂପୁର, ୧୧/୦୩/୨୦୨୬: ୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ । ମାର୍ଚ୍ଚ ମାସ ଦରମା ବନ୍ଦ କଲେ ଜଗତସିଂହପୁର ଜିଲ୍ଲାପାଳ । ଧାନ…
Read More » -
ଭିଜିଲାନ୍ସ ଜାଲରେ ତହସିଲଦାର : ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର, ୧୧/୦୩/୨୦୨୬: ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ନାମରେ…
Read More » -
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ
ଭୁବନେଶ୍ୱର/କଟକ, ୦୭/୦୩/୨୦୨୬: ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆଜି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀନରେ ଥିବା ଡେରାବିଶ୍ ଜଳସେଚନ ସବ୍-ଡିଭିଜନର…
Read More » -
ଅପରେସନ ସାଇବର କବଚ: ୧୩୯୭୬ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୫୫ଜଣ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୨୬/୦୨/୨୦୨୬: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି…
Read More » -
ଭୁବନେଶ୍ୱରରେ କୋଲକାତା EDର ମେଗା ରେଡ୍: ହାଇଟେକ୍ ମେଡିକାଲ ସମେତ ୫ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର,୨୬/୦୨/୨୦୨୬: ରାଜଧାନୀ ଭୁବନେଶ୍ୱରରେ ଆଜି ED ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। କୋଲକାତା EDର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରର ୫ଟି ପ୍ରମୁଖ ସ୍ଥାନରେ…
Read More » -
ଖଣି ଉପ-ନିର୍ଦ୍ଦେଶକଙ୍କ ଘରୁ ୪ କୋଟି ଠାବ ଘଟଣା: ତଥ୍ୟ ମାଗିଲା ED ଓ ଆୟକର ବିଭାଗ
ଭୁବନେଶ୍ୱର,୨୬/୦୨/୨୦୨୬: ଭୁବନେଶ୍ୱର ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ଏବେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ଗତକାଲି ଭିଜିଲାନ୍ସ…
Read More » -
ଜମି ଅଧିଗ୍ରହଣ ଲାଗି ପୁଲିସ ଆଦିବାସୀ ମୁହାଁମୁହିଁ
ଭୁବନେଶ୍ବର, ୨୫.୦୨.୨୦୨୬ : ଆଦିବାସୀ ଜମିକୁ ଜୋରଜବରଦସ୍ତ ଜବରଦଖଲ କରି ଆରମ୍ଭ କରାଯାଇଛି କମ୍ପାନୀର ରାସ୍ତା କାମ । ପୁଲିସ ଆଦିବାସୀ ମୁହାଁମୁହିଁ । ୧୦ ପ୍ଲାଟୁନରୁ…
Read More »