-
ଓଡ଼ିଶା
ପୁରୀ ରାଜକୁମାରୀ ଦେବେଶୀଙ୍କ ବିବାହ, ଗୁରୁଗାଓଁ ନିବାସୀ ରାଜୀବ କେହେରୀଙ୍କ ସହ ଭୁବନେଶ୍ୱରରେ ପଡିବ ହାତଗଣ୍ଠି
ପୁରୀ() ପୁରୀ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଦିବ୍ୟସିଂହ ଦେବଙ୍କ କନ୍ୟା ରାଜକୁମାରୀ ଦେବେଶୀ ହରିଆନାର ଗୁରୁଗାଓଁ ନିବାସୀ ରାଜୀବ କେହେରୀଙ୍କ…
Read More » -
ଜାତୀୟ
ଦୁର୍ଘଟଣାରେ ଆହତ ଯୁବକଙ୍କୁ କୋଳରେ ଧରି ହସପିଟାଲକୁ ଦୌଡିଲେ ସୋନୁ ସୁଦ୍, ଭିଡିଓ ଭାଇରଲ ପରେ ମିଳୁଛି ପ୍ରଶଂସା
ମାଗୋ () ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ଭିଡିଓ ଭାଇରଲ…
Read More » -
ଓଡ଼ିଶା
ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା କାର୍ : ଦମ୍ପତ୍ତି ଆହତ, ଅଳ୍ପକେ ବର୍ତ୍ତିଲେ ୨ ଶିଶୁ
ଆନନ୍ଦପୁର() ଆନନ୍ଦପୁର ୨୦ନଂ ଜାତୀୟ ରାଜପଥର କଲରାଗଡିଆ ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି କାର୍ । ଫଳରେ କାର୍ ରେ ଥିବା…
Read More » -
ଓଡ଼ିଶା
୨୦୨୨ରେ କନିକା ପାଠାଗାରକୁ ଶହେ ବର୍ଷ, ଦେଢ଼ ଲକ୍ଷ ବହି ମିଳିବ ଅନ୍ଲାଇନ୍ ଷ୍ଟୋର୍ରେ ଇ-ଲାଇବ୍ରେରି, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ପାଠାଗାରକୁ ଗୁରୁତ୍ବ
କଟକ() ଓଡ଼ିଶାର ସର୍ବପୁରାତନ ତଥା ସର୍ବବୃହତ ରେଭେନ୍ସା ବିଶ୍ବବିଦ୍ୟାଳୟର କନିକା ପାଠାଗାର ଚଳିତ ବର୍ଷ ଶହେ ବର୍ଷ ପୂରଣ ହେବ। ଶହେ ବର୍ଷ ପୂର୍ତ୍ତି ଅବସରରେ ପାଠାଗାର ମରାମତି…
Read More » -
ଓଡ଼ିଶା
ଦୁଇ IAS ଅଧିକାରୀଙ୍କୁ କେନ୍ଦ୍ରରେ ମିଳିଲା ନିଯୁକ୍ତି
ଭୁବନେଶ୍ୱର() ଓଡ଼ିଶା କ୍ୟାଡରର ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି । ସେମାନେ ହେଲେ ୧୯୯୦ ବ୍ୟାଚର ଦୁଇ ଅଧିକାରୀ ମନୋଜ ଆହୁଜା ଓ ଆରତୀ…
Read More » -
ଜାତୀୟ
ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ଇଡି ଅସ୍ତ୍ର! ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ସାଂସଦ
ନୂଆଦିଲ୍ଲୀ() ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ଭଳି ଅଭିଯୋଗ ଆଣିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ମହାରାଷ୍ଟ୍ର ସରକାରକୁ ଭାଙ୍ଗିବା ପାଇଁ ଇଡିକୁ ଅସ୍ତ୍ର…
Read More » -
ଅନ୍ତର୍ଜାତୀୟ
ଟ୍ରକ୍ ଚାଳକଙ୍କ ପ୍ରତିବାଦ: କାନଡାରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଭାରତର ପରାମର୍ଶ
ଅଟୱା() ବାଧ୍ୟତାମୂଳକ କୋଭିଡ୍ ଟିକା ନେବା ନିୟମ ବିରୋଧରେ ଟ୍ରକ୍ଚାଳକମାନ ପ୍ରତିବାଦ ଚଳାଇଥିବା ବେଳେ କାନଡାରେ ବସବାସ କରୁଥିବା ତା’ର ନାଗରିକମାନଙ୍କୁ ସତର୍କ ରହିବା ଲାଗି ଭାରତ…
Read More » -
ଜାତୀୟ
କାନପୁରରୁ ଅପହୃତ ଶିଶୁର ବିବସ୍ତ୍ର ଶବ ଉଦ୍ଧାର, ଆଖିରେ କଣ୍ଟା ଫୁଟାଯାଇଥିବା ସନ୍ଦେହ
କାନପୁର: ସୋମବାର ଅପରାହ୍ଣରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ଜଣେ ୧୦ ବର୍ଷିୟ ବାଳକର ବିଖଣ୍ଡିତ ଶବ ମଙ୍ଗଳବାର ଦିନ କାନପୁର ଅନ୍ତର୍ଗତ ନର୍ୱାଲ୍ ଅଞ୍ଚଳର ଗୋଟାଏ ଫାର୍ମରୁ ଉଦ୍ଧାର…
Read More » -
ଓଡ଼ିଶା
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ() ବୁଧବାର ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଏହି ବିଶେଷ ନୀତି…
Read More » -
ଜାତୀୟ
ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଲେ ଦୀପିକା ପାଦୁକୋନ୍, ୟୁଜର୍ସ କହିଲେ- ଏ ବିକିନିର ଫୁଲ୍ ଭର୍ସନ୍ କି ?
ନୂଆଦିଲ୍ଲୀ() ବର୍ତ୍ତମାନ ଗେହରାଇୟାଁର ପ୍ରମୋସନ ପାଇଁ ଅଭିନେତ୍ରୀ ଦୀପିକା ଓ ଅନନ୍ୟା ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ତାଙ୍କ ନୂଆ ଗେଟଅପ୍କୁ ନେଇ…
Read More »