-
ଓଡ଼ିଶା
ପମ୍ପ୍ ହାଉସ୍ରୁ ବିପୁଳ ପରିମାଣର ମଦ ଜବତ, କିଏ ଓ କେଉଁଠୁ ଆଣିଛି ଅସ୍ପଷ୍ଟ
ସାନଖେମୁଣ୍ଡି() ମତଦାନ ପୂର୍ବରୁ ମଦ ଦୋକାନ ବନ୍ଦ ରଖିବାକୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ରହିଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ କମିଶନର…
Read More » -
ଓଡ଼ିଶା
ସ୍ବାମୀ ନା ସୈତାନ : ମଦ ନିଶାରେ ସ୍ତ୍ରୀକୁ ମାରି ଶାଗବାଡିରେ ପୋତିଦେଲା
ତେଲକୋଇ() ମଦ ନିଶାରେ ସ୍ତ୍ରୀକୁ ହତ୍ୟା କରି ଶାଗବାଡିରେ ପୋତିଦେଲା ନୃଶଂସ ସ୍ବାମୀ । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ସାଥି ହୋଇ ରହିବାର କଥା…
Read More » -
ଓଡ଼ିଶା
ରାଜ୍ୟରେ ଆଉ ୨୦ ମୁଣ୍ଡ ନେଲା କରୋନା, ମୃତକଙ୍କ ସଂଖ୍ୟା ୮୯୦୪ ଛୁଇଁଲା
ଭୁବନେଶ୍ୱର() ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୫୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ…
Read More » -
ଅନ୍ତର୍ଜାତୀୟ
ୟୁକ୍ରେନକୁ ବିମାନ ସେବା ବନ୍ଦ କଲେ ଅନେକ ଦେଶ, ସମ୍ଭାବ୍ୟ ଯୁଦ୍ଧକୁ ନେଇ ବିଶ୍ୱବାସୀ ଆତଙ୍କିତ
କିଭ୍() ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପ୍ରାୟ ନିଶ୍ଚିତ ବୋଲି ଅନେକ ରାଷ୍ଟ୍ର ଅନୁମାନ କରିସାରିଲେଣି। ଏଥିପାଇଁ ସେମାନେ ନିଜ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ୍ରୁ ପଳାଇ…
Read More » -
ଓଡ଼ିଶା
ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
ସମ୍ବଲପୁର() ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ରେଡ୍ । ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ…
Read More » -
ଓଡ଼ିଶା
ଦୋକାନ ଘର ଭିତରକୁ ପଶିଗଲା ବସ୍ : ବାଇକ୍ ଆରୋହୀ ଗୁରୁତର, ଅନ୍ୟ ୩ ଜଣ ଆହତ
ଉଦଳା() ଦୋକାନ ଘର ଭିତରକୁ ପଶିଗଲା ବସ୍ । ଏକ ଯାତ୍ରୀବାହୀ ବସ୍ ଦୋକାନ ଘର ଭିତରକୁ ପଶିଗଲା ବସ୍ । ଏଭଳି ଘଟଣା ଘଟିଛି ଉଦଳା-ବାରିପଦା…
Read More » -
ସ୍ୱାସ୍ଥ୍ୟ
୨୪ ଘଣ୍ଟାରେ ଦେଶରେ ୩୪,୧୧୩ କୋଭିଡ୍-୧୯ ଆକ୍ରାନ୍ତ; ୩୪୬ ଜଣ ମୃତ
ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ଦେଶରେ କରୋନାଭାଇରସ୍ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇ…
Read More » -
ଓଡ଼ିଶା
ଶପଥ ଗ୍ରହଣ କଲେ ଓଡ଼ିଶା ହାଇକୋର୍ଟର ତିନି ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର
କଟକ() ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀ ରମଣ ଆଜି ଶପଥ ଗ୍ରହଣ କରିଛନ୍ତି।…
Read More » -
ଓଡ଼ିଶା
ମୁନ ଟିଭିର ନୂଆ ଚଳଚ୍ଚିତ୍ର “ଲଭ୍ ଫିଭର” ପୋଷ୍ଟର ଉନ୍ମୋଚିତ
ଭୁବନେଶ୍ୱର() କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ । ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି…
Read More » -
ଅନ୍ତର୍ଜାତୀୟ
ଇମ୍ରାନ୍ ଖାନ୍ଙ୍କ ଆଦର୍ଶରେ ସହକର୍ମୀ ଅମୀର ଲିୟାକତ, ୪୯ ବର୍ଷରେ ୧୮ ବର୍ଷୀୟା ଯୁବତୀଙ୍କୁ କଲେ ତୃତୀୟ ବିବାହ; ବେଡ୍ରୁମ୍ ଭିଡିଓ ଭାଇରାଲ
() ପାକିସ୍ତାନର ସାଂସଦ ଡା.ଅମୀର ଲିୟାକତ ହୁସେନ୍ ଏବେ ଚର୍ଚ୍ଚାରେ। ଚର୍ଚ୍ଚାର କାରଣ ହେଉଛି ତାଙ୍କ ବିବାହ। ୪୯ ବର୍ଷୀୟ ଅମୀର ନିକଟରେ ଜଣେ ୧୮ ବର୍ଷୀୟା…
Read More »