-
ଓଡ଼ିଶା
ସାଇକେଲ ନେଇ ପ୍ରଚାର କରୁଛନ୍ତି ସ୍ୱାମୀ – ସ୍ତ୍ରୀ, ସ୍ୱାମୀ ସମିତି ସଭ୍ୟ ଓ ସ୍ତ୍ରୀ ସରପଞ୍ଚ
ଆନନ୍ଦପୁର : ସ୍ୱାମୀ ସମିତି ସଭ୍ୟ ପ୍ରାର୍ଥୀ, ସ୍ତ୍ରୀ ସରପଞ୍ଚ ପ୍ରାର୍ଥୀ । ସାଇକେଲରେ ବୁଲିବୁଲି ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ସ୍ୱାମୀ ଓ ସ୍ତ୍ରୀ। କେନ୍ଦୁଝର…
Read More » -
ଅନ୍ୟାନ୍ୟ
ଗିରଫ ହେଲେ ଜାମ୍ମୁ ଓ କାଶ୍ମୀର ସାମ୍ବାଦିକ ; ସୋସିଆଲ ମିଡିଆରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତ୍ସାହନ ଦେଇଥିଲେ
ନୂଆଦିଲ୍ଲୀ () ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସାମ୍ବାଦିକଙ୍କ ଜଣଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତ୍ସାହିତ…
Read More » -
ଓଡ଼ିଶା
ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ପ୍ରଥମ ପର୍ବ ଆଜି ଠାରୁ ଆରମ୍ଭ , ସନ୍ଧାରେ ରଥ କାଠ ପୂଜା
ପୁରୀ: ଆଜି ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ପ୍ରଥମ ପର୍ବ । ଶ୍ରୀ ପଞ୍ଚମୀ ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି । ଏଥିସହିତ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ । ପରମ୍ପରା ଅନୁସାରେ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ପୂଜା କରାଯିବ । ରାଜପୁରୋହିତ, ସ୍ୱତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ପୂଜାର୍ଚ୍ଚନା କରାଯିବ । ଏନେଇ ରଥ ଖଳାକୁ ପରିସ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତ ୨ ତାରିଖରେ ୬୩ ଖଣ୍ଡ କାଠ ଆସି ସାରିଛି । ଅକ୍ଷୟ ତୃତୀୟାରେ ରଥଖଳାରେ ରଥ ନିର୍ମାଣ ଅନୁକୁଳ କରାଯିବ । ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି ।
Read More » -
ଓଡ଼ିଶା
ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ସମୀକ୍ଷା କଲେ ଜିଲ୍ଲା ପାଳ
ପୁରୀ : ଜିଲ୍ଲାପାଳ ସମର୍ଥ ବର୍ମା ପେଣ୍ଠକଟା ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଓ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା…
Read More » -
କ୍ରୀଡ଼ା
ଅଷ୍ଟେଲିଆ କ୍ରିକେଟ୍ କୋଚ୍ ଜଷ୍ଟିନ ଲେଙ୍ଗର ତାଙ୍କ ପଦରୁ ଇସ୍ତଫା
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲେଙ୍ଗର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ଅଷ୍ଟ୍ରେଲିଆ ପାଞ୍ଚ ଟେଷ୍ଟ ଆଶେସ…
Read More » -
ଓଡ଼ିଶା
ପୁରୀ ଏମାର ମଠରୁ ମିଳିଲାନି ଗୁପ୍ତଧନ : ପୂର୍ବରୁ ୪୫ଖଣ୍ଡ ରୂପା ଇଟା ମିଳିଥିଲା
ପୁରୀ : ପୁରୀ ଏମାର ମଠରୁ ମିଳିଲାନି ଗୁପ୍ତଧନ । ଖନନ ପରେ କିଛି ମିଳିନି । ପୁରୀର ପୁରାତନ ଓ ବିତ୍ତଶାଳୀ ଏମାରମଠରେ ଅନେକ ଗୁପ୍ତଧନ ଥିବା…
Read More » -
ଅନ୍ତର୍ଜାତୀୟ
ସଚ୍ଚୋଟ ଚୋରା : ଚୋରି କରିବାକୁ ଆସି ମାଲିକଙ୍କୁ ୧୫ ହଜାର ଟଙ୍କା ଦେଇ ସେଠାରୁ ଗଲେ
ମେକ୍ସିକୋ : ସାଧାରଣତଃ ରାତି ଅଧରେ ପଶିବାର ଗୋଟିଏ କାରଣ ଚୋରୀ ନହେଲେ ଡକାୟତି । ଖାଲି ଚୋରି ତ କରନ୍ତିନି ଘରର ଲୋକଙ୍କୁ ଆକ୍ରମଣ କରିବାର…
Read More » -
ଓଡ଼ିଶା
କିନ୍ନର ହେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ : ସହଯୋଗ କରୁଛନ୍ତି ସାଥୀ କିନ୍ନର
ଭଦ୍ରକ : ନିର୍ବାଚନ ପ୍ରଚାର ପାଇଁ କମ୍ପୁଛି ଗାଁ ଦାଣ୍ଡ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରାର୍ଥୀ ଫୁଲ ଦମ୍ ଲଗାଇଦେଇଛନ୍ତି । ତେବେ…
Read More » -
ଓଡ଼ିଶା
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ସ : କାମରେ ଆସିବ ଡୋର ଟୁ ଡୋର ଏବଂ ମୋବାଇଲ୍ ଟୁ ମୋବାଇଲ୍ କ୍ୟାମ୍ପେନ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସମସ୍ତ ପ୍ରାର୍ଥୀ ଏବଂ ନେତା ମାନଙ୍କ ସହ…
Read More » -
ଓଡ଼ିଶା
ବାରବାଟି ଷ୍ଟାଡିୟମରେ ଭାରତକୁ ଭେଟିବେ ଦକ୍ଷିଣ ଆଫ୍ରିକା , ଜୁନ ମାସରେ ଖେଳ ହେବ ଆନ୍ତର୍ଜାତୀୟ ମ୍ୟାଚ୍
କଟକ() ଓଡିଶାରେ ହେବ ଅନ୍ତର୍ଜାତୀୟ ଟି୨୦ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ! ବାରବାଟୀରେ ଖେଳାଯିବ ଏହି ମ୍ୟାଚ୍ । ଏନେଇ ଓସିଏ…
Read More »