ଅନ୍ୟାନ୍ୟଓଡ଼ିଶା

ଚର୍ଚ୍ଚାରେ ମୟୂରଭଞ୍ଜ ଖୁଣ୍ଟା ପୋଲିସ ।

ଭୁବନେଶ୍ୱର ,ଉଦଳା-ବାରିପଦା ରାଜ୍ୟ ରାଜପଥରେ,ପୂର୍ବରୁ ଅନେକ ସଡକ ଦୁର୍ଘଟଣା ଘଟିଥିଲା।

ଯେଉଁଥିରେ ୭ରୁ ଅଧିକ ଗୁରୁତର ହେବା ସହ, ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣାକୁ ରୋକିବା ପାଇଁ ଖୁଣ୍ଟା ଥାନା ASI ରତିକାନ୍ତ ଦାସ, ରାସ୍ତା ମରାମତି କରିବାକୁ ଚିନ୍ତା କରିଥିଲେ।

ପିସିଆରରେ ଗାଡିରେ ସିମେଣ୍ଟ,ବାଲି,ଚିପ୍ସ ଆଣି ରାସ୍ତା ମରାମତି କରିଛନ୍ତି।

ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ନିଆରା ପଦକ୍ଷେପ, ଗ୍ରହଣ କରିଛି ପୋଲିସ।

ରାଜ୍ୟ ରାଜପଥରେ ଥିବା ଅନେକ, ବଡ ବଡ ଗାତକୁ ମରାମତି କରିଛି, ପୋଲିସ।

ଚର୍ଚ୍ଚାରେ ମୟୂରଭଞ୍ଜ ଖୁଣ୍ଟା ପୋଲିସ । ହାତରେ ବେଲଚା, ସିମେଣ୍ଟ ଓ ବାଲି ନେଇ, ରାସ୍ତା ମରାମତି କରିଛନ୍ତି।

Related Articles

Back to top button