ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଏ ବର୍ଷ ରଥଯାତ୍ରା ଭଲରେ ଶେଷ ହେବ: ଆଇନ ମନ୍ତ୍ରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଚଳିତ ବର୍ଷ ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବାକୁ ଜାନୁଆରୀରୁ ପର୍ଯ୍ୟାୟ କ୍ରମେ ବୈଠକ ହୋଇଆସୁଛି । ଗତବର୍ଷ ଯେଉଁ ସବୁ ଅଘଟଣ ଘଟିଥିଲା ତାକୁ ନଜରରେ ରଖି ପ୍ରଶାସନିକ ସ୍ତରରେ ୫ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ଆଜିର ଏହି ବୈଠକକୁ ସପ୍ତମ ବୈଠକ କହିଲେ ଅତ୍ୟୁକ୍ତି ହେବନାହିଁ । ସେବାୟତଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି । ସମସ୍ତ ବ୍ୟବସ୍ଥା ତୃଟିଶୂନ୍ୟ ସହିତ ରଥଯାତ୍ରା ସଫଳତାର ସହ ଶେଷ ହେବ । ମଙ୍ଗଳବାର ରଥଯାତ୍ରା ସମନ୍ୱୟ ବୈଠକ ଶେଷରେ ଏପରି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀ ଆଉ କ’ଣ କହିଛନ୍ତି ଜାଣିବା ପାଇଁ ତଳେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ –

Related Articles

Back to top button