
ଭୁବନେଶ୍ୱର ,ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍ ବର୍ଷା ହେବ। ଏବେ ଏଲ୍ -ନିନୋ ସ୍ଥିତିରେ, ପରିବର୍ତ୍ତନ ଦେଖିବାକୁ ମିଳୁଛି।
ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍ ଓ୍ୱେଭ୍ ସତର୍କତା, ଜାରି କର୍ରାଯାଇଛି।
ଚଳିତ ମୌସୁମୀ ଋତୁରେ ହାରାହାରି ବର୍ଷା ପରିମାଣ ୯୦% ରହିବ।
ଦେଶର ଉତ୍ତର-ପୂର୍ବରେ, ସ୍ୱାଭାବିକ ବର୍ଷା, ଅନ୍ୟ ଭାଗରେ ,କମ୍ ବର୍ଷା। ଜୁନ୍ ରେ ସ୍ୱାଭାବିକଠାରୁ, ୯୨ ପ୍ରତିଶତ କମ୍ ବର୍ଷା ହେବ।
ଦେଶର ମଧ୍ୟ ଭାଗରେ ୯୪% କମ୍ ବର୍ଷା ହେବା ଆଶଙ୍କା ରହିଛି।
ସେପଟେ ୧୬ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁ ସାରିଥିବା, କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।ଜୁନ୍ ରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପ୍ରେସମିଟରେ, ସୂଚନା ଦେଇଛନ୍ତି, IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।




