ଅନ୍ୟାନ୍ୟସ୍ୱାସ୍ଥ୍ୟ

ଗ୍ୟାସ ସିଲିଣ୍ଡର ଲିକ୍ ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର ,ଉତ୍ତର ପ୍ରଦେଶର ବାସିନ୍ଦା ନେମ ସିଂହ ତାଙ୍କ ପରିବାର, ସହିତ କଲୋନୀରେ ଏକ ଭଡା ଘରେ ରହୁଥିଲେ।

ସକାଳେ ରୋଷେଇ କରୁଥିବା ସମୟରେ, ସେ ଗ୍ୟାସ ସିଲିଣ୍ଡର ବଦଳାଉଥିଲେ।

ଏହି ସମୟରେ ନୂତନ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଆରମ୍ଭ ହୋଇଥିଲା।ରୋଷେଇ କରୁଥିବାବେଳେ ଗ୍ୟାସ ସିଲିଣ୍ଡର ଲିକ୍ ହେବା ଫଳରେ,ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ଏଥିରେ ଯେଉଁଥିରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଗୁରୁତର ଭାବରେ, ଜଳିଯାଇଥିବା ସୂଚନା ମିଳିଛି।

କିଛି ସମୟ ମଧ୍ୟରେ ଏଲପିଜି ଗ୍ୟାସ ପୁରା ଘରେ ବ୍ୟାପିଯାଇଥିଲା।  ପିଲାମାନଙ୍କ ଅବସ୍ଥା ବର୍ତ୍ତମାନ୍ ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି।

ଘଟଣାରେ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

ନିଆଁ ସଂସ୍ପର୍ଶରେ ଆସିବା ମାତ୍ରେ,  ଜୋରରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା।

Related Articles

Back to top button