ଅନ୍ତର୍ଜାତୀୟବାଣିଜ୍ୟ

ଭାରତର ଅଥର୍ନୀତି ପାଇଁ ଏକ ବଡ଼ ଆଶ୍ୱସ୍ତି।

ଭୁବନେଶ୍ୱର ,ଆଲେିପାଭ୍ ସ୍ପଷ୍ଟ କରିଛନ୍ତି ଯେ ବିଶ୍ୱେର ଯେତ ବି, ଚାପ ରହୁ ନା କାହିଁକି, ରୁଷ ଭାରତକୁ କଞ୍ଚା ତେଲ ଏବଂ ଏଲପିଜି ଯୋଗାଣ ବନ୍ଦ କରିବ ନାହିଁ। ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ସେତ୍ତ୍ୱ ଭାରତକୁ ରୁଷରୁ ମିଳୁଥିବା ଯୋଗାଣ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି, ଯାହା ଭାରତର ଅଥର୍ନୀତି ପାଇଁ ଏକ ବଡ଼ ଆଶ୍ୱସ୍ତି।ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ, ରୁଷ ସମୋଲାଚନା କରିବା ସହ ଇରାନକୁ ନିଜର ଆତ୍ମରକ୍ଷା ଓ ଶାନ୍ତିପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମ ପାଇଁ ଅଧିକାର ଅଛି ବୋଲି କହିଛି। ଯୁଦ୍ଧ ନେୁହଁ, ବରଂ ସ୍ଥାୟୀ ଅୋଲାଚନା ହିଁ ସମାଧାନର ବାଟ ବୋଲି ରୁଷ ଦୋହରାଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ଚାପ ସେତ୍ତ୍ୱ, ଭାରତ ନିଜର ସ୍ୱାର୍ଥ ଏବଂ ପୁରୁଣା ବନ୍ଧୁତାକୁ ଯେଭଳି ବଜାୟ ରଖିଛି, ତାହା ବିଶ୍ୱ ରାଜନୀତେିର ଏକ ନୂଆ ଉଦାହରଣ।ଉଭୟ ଦେଶ ମଧ୍ୟେର ୧୦୦ ବିଲିୟନ ଡଲାରର ବାର୍ଷିକ ବାଣିଜ୍ୟ ଲକ୍ଷ୍ୟ ରଖାଯାଇଛି। ସବୁଠାରୁ ବଡ଼ ସଫଳତା ହେଉଛି, ପ୍ରାୟ ୯୫% କାରବାର  ନିଜସ୍ୱ ମୁଦ୍ରା ରେ ହେଉଛି, ଯାହା  ଆମେରିକା ଡଲାରର, ପ୍ରଭାବକୁ କମ୍ କରିଛି। ବାଣିଜ୍ୟ ସନ୍ତୁଳନ ବଜାୟ ରଖିବାକୁ ରୁଷ ଚାହୁଁଛି ଯେ ଭାରତ ଅଧିକରୁ ଅଧିକ କୃଷି ଜାତ ଦ୍ରବ୍ୟ ଏବଂ ମେସିନାରୀ ରୁଷକୁ ପଠାଉ। ରୁଷ ଆଶାବାଦୀ ଯେ ସେପ୍ଟମ୍ବର ୨୦୨୬ ରେ ଭାରତେର ହେବାକୁ ଥିବା, ବ୍ରିକ୍ସ ସମ୍ମିଳନେୀର ଯୋଗ ଦେବା ପାଇଁ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନେିଜ ଭାରତ ଆସେିବ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷ ଗସ୍ତ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

Related Articles

Back to top button