ଓଡ଼ିଶାଶିକ୍ଷା

ସ୍ଥଗିତ ହୋଇନି OSSTET, ଆସନ୍ତାକାଲି ହିଁ ପରୀକ୍ଷା ହେବ ।

ଆସନ୍ତାକାଲି ଓଡିଶା ବନ୍ଦ। କ’ଣ ରହିବ ଖୋଲା , କ’ଣ ରହିବ ବନ୍ଦ ? ଏ ନେଇ ଚିନ୍ତାରେ ପଡିଯାଇଛନ୍ତି ଓଡ଼ିଶାବାସୀ । ଆଉ କାଲି OSSTET ପରୀକ୍ଷା ହେବ ବୋଲି ଆଡମିଟ କାର୍ଡ ବି ଆସିସାରିଛି। ହେଲେ ପରୀକ୍ଷା ହେବ କି ନାହିଁ ଚିନ୍ତାରେ ଥିଲେ ପରୀକ୍ଷାର୍ଥୀ | କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ । କାଲି ହେବ OSSTET ପରୀକ୍ଷା । ଏନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ସଭାପତି।

ସ୍ଥଗିତ ହେବନି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି OSSTET ହେବ। । ବୋର୍ଡ ପରୀକ୍ଷା ସ୍ଥଗିତ ନେଇ କୌଣସି ନିଷ୍ପତ୍ତି ନେଇନି କହିଛନ୍ତି ବୋର୍ଡ ସଭାପତି। ପରୀକ୍ଷା ସ୍ଥଗିତ ନେଇ ଏକ ନୋଟିସ ଘୂରି ବୁଲୁଥିଲା। ଏହି ନୋଟିସ ଫେକ୍ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ବୋର୍ଡ ସଭାପତି।

Related Articles

Back to top button