Uncategorized

ଖଣି ଆଇନ ସଂଶୋଧନ ବିରୋଧରେ ରାଜଧାନୀରେ ଗର୍ଜିଲା ଇଣ୍ଡିଆ ବ୍ଲକ୍

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଖଣି ଆଇନ ଏବଂ ଏମ୍‌ଏମ୍‌ଡିଆର୍‌ (ସଂଶୋଧନ) ଆଇନ–୨୦୨୬ ରଦ୍ଦ ଦାବିରେ ଆଜି ରାଜଧାନୀ ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଓ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିବାଦକାରୀମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଏକ ବିଶାଳ ପଟୁଆରରେ ବାହାରି ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ସେଠାରେ ‘ଜନଗର୍ଜନ ସମାବେଶ’ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ୪ଟି ମୁଖ୍ୟ ଦାବିକୁ ନେଇ କଂଗ୍ରେସ ସହ ଅନ୍ୟ ସମର୍ଥିତ ଦଳର ସଦସ୍ୟ, ଶ୍ରମିକ, କୃଷକ, ଯୁବ, ଛାତ୍ର, ମହିଳା, ଆଦିବାସୀ ଓ ଦଳିତ ସଂଗଠନର ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ଇଣ୍ଡିଆ ବ୍ଲକ୍‌ର ରାଜ୍ୟସ୍ତରୀୟ ନେତୃବୃନ୍ଦ ବିଜେପି ସରକାରଙ୍କ ଜନବିରୋଧୀ ନୀତି ଉପରେ ତୀବ୍ର ବର୍ଷିଛନ୍ତି।

Related Articles

Back to top button