ଅନ୍ୟାନ୍ୟରାଜନୀତି

ଦୃଢ଼ ଜଳ ତଥ୍ୟ ଶାସନ ପାଇଁ ଆହ୍ୱାନ କରିଛନ୍ତି ମୋଦି

ଭୁବନେଶ୍ୱର ,ଜଳ ସମ୍ବନ୍ଧୀୟ ପ୍ରସଙ୍ଗରେ ଜନପ୍ରତିନିଧି, ଅଧିକାରୀ ଏବଂ କୃଷକମାନଙ୍କୁ ନେଇ, ଢାଞ୍ଚାଗତ ଆନ୍ତଃରାଜ୍ୟ ଅଧ୍ୟୟନ-ଭ୍ରମଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦି, ପରାମର୍ଶ ଦେଇଛନ୍ତି।ଜଳ ଉପରେ ଜାତୀୟ ବିଭାଗୀୟ ଶିଖର ସମ୍ମିଳନୀର, ଶେଷ ଅଧିବେଶନରେ ଦେଶରେ ଜଳ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା, କରାଯାଇଥିଲା। ଜଳ ଉପରେ ଜାତୀୟ ବିଭାଗୀୟ ଶିଖର ସମ୍ମିଳନୀର, ଶେଷ ଅଧିବେଶନରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦି। ଜଳ ସଂରକ୍ଷଣ ଉପରେ ଜନସଚେତନତାକୁ ଆହୁରି ଗଭୀର କରିବା ପାଇଁ ଜଳ ଉତ୍ସବକୁ, ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଜଳ-ସଞ୍ଚୟକାରୀ ଟେକନୋଲଜିର ଅଧିକ ଗ୍ରହଣୀୟତା ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସରୁ, ଶିକ୍ଷା ଗ୍ରହଣ କରିବାକୁ ସେ ଆହ୍ୱାନ କରିଛନ୍ତି। ଏଆଇର ବ୍ୟବହାର ମାଧ୍ୟମରେ, ଦୃଢ଼ ଜଳ ତଥ୍ୟ ଶାସନ ପାଇଁ ମଧ୍ୟ ମୋଦି, ଆହ୍ୱାନ କରିଛନ୍ତି।

Related Articles

Back to top button