Uncategorized

ଆଇପିଏସ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର: ୨୦୧୩ ବ୍ୟାଚର ଭାରତୀୟ ପୋଲିସ ସେବା (ଆଇପିଏସ) ଅଫିସର ଜଗମୋହନ ମୀନାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ତାଙ୍କ ଇସ୍ତଫା ଗ୍ରହଣ କରିବା ପରେ ରାଜ୍ୟ ସରକାର ଏହି ସମ୍ପର୍କିତ ନଥିକୁ ପରବର୍ତ୍ତୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟକୁ ପଠାଇ ଦେଇଛନ୍ତି।ବ୍ୟକ୍ତିଗତ କାରଣରୁ ସେ ସେବାରୁ ଇସ୍ତଫା ଦେଇଥିବା ନେଇ ଆଲୋଚନା ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଏହି ସୁପାରିଶ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।

Related Articles

Back to top button