ଓଡ଼ିଶାଶିକ୍ଷା

ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ଦାବି

ଭୁବନେଶ୍ୱର ,ତିନି ଦଫା ଦାବି ନେଇ, ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି, ଶତାଧିକ ଆଶାୟୀ ଶିକ୍ଷକ।

ଖାଲି ପଦବୀ ପୂରଣ ନହେବାରୁ ଯୁବ ଆଶାୟୀଙ୍କ ମଧ୍ୟରେ, ଅସନ୍ତୋଷ ବଢ଼ିଥିବା ସଂଘ କହିଛି।

ସରକାର ତୁରନ୍ତ ଦାବି ଉପରେ ପଦକ୍ଷେପ ନନେଲେ, ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ, ବୋଲି ସଂଘ ଚେତାବନୀ ଦେଇଛି।

ରାଜ୍ୟର ପ୍ରାଥମିକ ବିଦ୍ୟାଳୟ, ସରକାରୀ ହାଇସ୍କୁଲ,ସ୍ପେଶାଲ ଏଜୁକେଟର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ, ପୂରଣ କରିବାକୁ ଦାବି କରିଛି ସଂଘ।

Related Articles

Back to top button