ଅନ୍ୟାନ୍ୟଜୀବନଶୈଳୀ

ବନ୍ୟା ପାଣି ଯିବା ପରେ ବଢିଛି ଚାଷୀଙ୍କ ଦୁର୍ଦ୍ଦଶା।

ଭୁବନେଶ୍ୱର , ୧୫ ଦିନ ଧରି କ୍ଷେତରେ ବନ୍ୟା ପାଣି ରହିବାରୁ, ଧାନ ଓ ପରିବା ଚାଷ ସବୁ ନଷ୍ଟ ହୋଇଯାଇଛି।

ପାଣି କମିବା ପରେ, ଘର ଅବସ୍ଥା, ଶୋଚନୀୟ ହୋଇପଡିଛି।

ଅନେକ ଘର ଭାଙ୍ଗି ଯାଇଛି। ଅନେକ ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି।

ଏପଟେ ୩ ଦିନ ଧରି ବର୍ଷା ଲାଗି ରହିଥିବାରୁ,ବନ୍ୟା ପରବର୍ତ୍ତି ସ୍ଥିତିରେ, ବର୍ଷା ଆହୁରି କଷ୍ଟ ଦେଉଛି।

ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ,ଅନେକ ଲୋକ।

ବନ୍ୟା ପାଣି  ଉଜାଡି ଦେଇଛି, ଫସଲ।

Related Articles

Back to top button