ଅନ୍ୟାନ୍ୟରାଜନୀତି

ମହିଳାଙ୍କୁ ମିଳିବ ସୁନା କଏନ୍।

ଭୁବନେଶ୍ୱର ,ତାମିଲନାଡୁର ବିଜୟ ସରକାର ୨୦୨୬-୨୭ ବଜେଟ୍‌ରେ ମହିଳାମାନଙ୍କ ପାଇଁ, ବଡ଼ ଉପହାର ଘୋଷଣା କରିଛନ୍ତି। ମହିଳାଙ୍କୁ ମିଳିବ ସୁନା କଏନ୍।ମୁଖ୍ୟମନ୍ତ୍ରୀ ବିଜୟ, ବିଧାନସଭା ନିର୍ବାଚନ ଇସ୍ତାହାରରେ, ମହିଳାମାନଙ୍କୁ ଏହି ଉପହାର ଦେବାର, ପ୍ରତିଶ୍ରୁତି ଦେଇଥିଲେ।  ୨୦୨୬-୨୭ ବଜେଟ୍‌ରେ, ସେହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପାଇଁ ଔପଚାରିକ, ଘୋଷଣା କରାଯାଇଛି।ଅର୍ଥମନ୍ତ୍ରୀ ଏନ୍. ମେରି ୱିଲସନ୍ କହିଛନ୍ତି ଯେ, ପ୍ରଥମ ଥର ପାଇଁ, ହଜ୍ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ, ଦିଆଯାଉଥିବା ସବସିଡିକୁ ୨୫,୦୦୦ ଟଙ୍କାରୁ ବଢ଼ାଇ ୩୫,୦୦୦ ଟଙ୍କା କରାଯିବ।ଡ଼. ଏନ୍. ମେରି ୱିଲସନ୍ କହିଛନ୍ତି, ଅଲିମ୍ପିକ୍ସରେ, ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଆନ୍ତର୍ଜାତିକ କ୍ରୀଡ଼ାରେ, ତାମିଲନାଡୁକୁ ସର୍ବୋଚ୍ଚ ସ୍ତରକୁ ନେବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ୧୦ଟି ‘ଅଲିମ୍ପିକ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ସ୍ଥାପନ ପାଇଁ ୫.୫୦ କୋଟି ଟଙ୍କା,ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ଏନ୍. ମେରି ୱିଲସନ୍, କେନ୍ଦ୍ର ସରକାରଙ୍କୁ ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ, ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିବାର ପୁରୁଣା ବ୍ୟବସ୍ଥା, ପୁଣିଥରେ ଲାଗୁ କରିବାକୁ ଅନୁରୋଧ କରିଛନ୍ତି।

Related Articles

Back to top button