
ଭୁବନେଶ୍ୱର, କେନ୍ଦ୍ର ସରକାର PUCC ନିୟମରେ କରିବାକୁ ଯାଉଛନ୍ତି, ବଡ଼ ପରିବର୍ତ୍ତନ । ଏଥିପାଇଁ କେନ୍ଦ୍ରୀୟ ମୋଟର ଯାନ ସଂଶୋଧନ ନିୟମର ଏକ ଚିଠା, ବିଜ୍ଞପ୍ତି ଜାରି କରାଯାଇଛି ।
୬ରୁ ୧୦ ବର୍ଷ ପୁରୁଣା BS-6 ଯାନ ପାଇଁ ପ୍ରତିବର୍ଷ ଥରେ PUCC କରାଇବାକୁ ପଡ଼ିବ। ସେହିପରି, ୧୦ ବର୍ଷରୁ ଅଧିକ ପୁରୁଣା BS-VI ଏବଂ BS-IV ଗାଡ଼ି ପାଇଁ ପ୍ରତି ୬ ମାସରେ PUC ବାଧ୍ୟତାମୂଳକ ରହିବ।
ଯେଉଁଥିରେ BS-6 ଯାନ ପାଇଁ,PUCC ବୈଧତାକୁ ୩ ବର୍ଷ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ନିୟମ ଅନୁସାରେ, ନୂଆ ଗାଡ଼ିର ପ୍ରଥମ ବର୍ଷ ପରେ, ପ୍ରତି ୬ ମାସରେ,, ଥରେ PUCC କରାଇବାକୁ ପଡ଼େ।
କିନ୍ତୁ ନୂଆ ପ୍ରସ୍ତାବ ଲାଗୁ ହେଲେ, ୬ ବର୍ଷ ପର୍ଯ୍ୟନ୍ତ ବୟସର BS-VI ଗାଡ଼ି ପାଇଁ,PUCCର ବୈଧତା ୩ ବର୍ଷ ହୋଇପାରେ।




