ଅନ୍ତର୍ଜାତୀୟଓଡ଼ିଶା

୨୪ ଘଣ୍ଟାରେ ସୁନା ମୂଲ୍ୟରେ ହ୍ରାସ

ଭୁବନେଶ୍ୱର,ଭୁବନେଶ୍ୱର ବଜାରରେ ମଧ୍ୟ ଗତ ୨୪ ଘଣ୍ଟାରେ ସୁନା ଦର କମିଛି।

୨୪ କ୍ୟାରେଟ୍ ସୁନା ର ମୂଲ୍ୟ ୧,୪୪, ୪୯୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୨,୪୫୦ ଟଙ୍କା ରେକର୍ଡ କରାଯାଇଛି।

ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ, ସୁନା ଦର ପ୍ରାୟତଃ ସମାନ ରହିଛି।

୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ, ୭୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୦୦ ଟଙ୍କା କମିଛି।

ଆଜି  ଭାରତରେ ୨୪ କ୍ୟାରେଟ୍ ସୁନା ର ମୂଲ୍ୟ ୧,୪୪,୪୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୨, ୪୫୦ ଟଙ୍କା ରହିଛି।

ବୁଧବାର ସୁଦ୍ଧା ସୁନା ଦରରେ,ଏହି ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି।

ସେହିପରି ୧୮ କ୍ୟାରେଟ୍ ସୁନା ମୂଲ୍ୟ, ମଧ୍ୟ ୫୭୦ ଟଙ୍କା କମି ୧,୦୮,୩୭୦ ଟଙ୍କାରେ ପହଞ୍ଚିଛି।

Related Articles

Back to top button