ଅନ୍ୟାନ୍ୟଓଡ଼ିଶା

ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ପ୍ରକାଶ ପାଇଛି।

ଭୁବନେଶ୍ୱର ,ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ,କୌଣସି ପରିବର୍ତ୍ତନ ହୋଇନାହିଁ।

କଟକରେ ଆଜି ପେଟ୍ରୋଲ ଲିଟର ପିଛା ୧୦୯.୩ ଟଙ୍କା ଏବଂ ଡିଜେଲ ଲିଟର ପିଛା, ୧୦୧.୦୪ ଟଙ୍କାରେ ବିକ୍ରି ହେଉଛି।

ଆଜି ଭୁବନେଶ୍ୱରରେ, ପେଟ୍ରୋଲ ଏବଂ ଡିଜେଲର ନୂଆ ଦର, ପ୍ରକାଶ ପାଇଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ,ତେଲ ଦର ,୦.୨୨ ପଇସା ବୃଦ୍ଧି ପାଇଛି।

ଏହି ବୃଦ୍ଧି ପରେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା, ୧୦୯.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୦.୭୪ ଟଙ୍କା ରହିଛି।

 

Related Articles

Back to top button