ଓଡ଼ିଶାସ୍ୱାସ୍ଥ୍ୟ

ଭୟଙ୍କର ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ଭୁବନେଶ୍ୱର,ଅଗ୍ନିକାଣ୍ଡରେ କଟକ ପ୍ରେସ ଛକ ମାଛ ମାର୍କେଟ, ଜଳିପୋଡି ଛାରଖାର ହୋଇଯାଇଛି।

ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ,ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିଲାବେଳକୁ, ମଧ୍ୟ

ପ୍ରାୟତଃ ସମସ୍ତ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିଲା।

ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବାବେଳେ, କେଉଁ କାରଣ ପାଇଁ ଏତେ ଵଡ ଅଗ୍ନିକାଣ୍ଡ ଘଟିଲା, ତାହା ଜଣାପଡ଼ି ନାହିଁ।

ସାରା ଅଞ୍ଚଳ ଧୂଆଁମୟ ହୋଇ ପଡିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି, ନିଆଁ ଆୟତ୍ତ ପାଇଁ ପ୍ରୟାସ ଜାରି ରଖିଛି।

ଅ୍ନଗିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା, ଅନୁମାନ କରାଯାଉଛି ।

Related Articles

Back to top button